Videos
|
National

ଉତ୍ତରାଖଣ୍ଡରେ ବର୍ଷା ରଚିଲା ତାଣ୍ଡବ

Manini Pattanayak
Browse all articles by Manini Pattanayak
·2 years ago
ଉତ୍ତରାଖଣ୍ଡରେ ବର୍ଷା ରଚିଲା ତାଣ୍ଡବ

ନୂଆଦିଲ୍ଲୀ:  ଗୋଟିଏ ପଟେ  ଦେଶର ଅଧିକାଂଶ  ରାଜ୍ୟରେ ପ୍ରବଳ ଗରମ ଯୋଗୁଁ ଜନଜୀବନ  ଅସ୍ତବ୍ୟସ୍ତ। ସେହିପରି  ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ବର୍ଷା ରଚିଛି ତାଣ୍ଡବ।  କେଉଁଠି ବାଦଲ ଫାଟିଲାଣି ତ ଆଉ କେଉଁଠି  ପ୍ରବଳ ବର୍ଷା ଯୋଗୁ  ରାସ୍ତା ଧୋଇ ହୋଇଗଲାଣି।  

ରାସ୍ତା ଧୋଇ ହୋଇଯିବାରୁ ଅନେକ ଗାଁର ଯୋଗଯୋଗା ବିଛିନ୍ନ ହୋଇଛି। ।  ଏଠି କହିରଖୁଛୁ ଯେ ପାଣିପାଗ ବିଭାଗ କେନ୍ଦ୍ର  କହିଛି ଯେ ରାଜ୍ୟର ୧୧ ଜିଲ୍ଲାରେ  ପବନ ସହ  ବର୍ଷା  ଏବଂ ଘଡଘଡି ବିଜୁଳି  କୁ ନେଇ  ୟୋଲୋ ଆର୍ଲଟ  ଜାରି କରାଯାଇଛି। ଗତକାଲି ମଧ୍ୟ  ହଠାତ୍‌ ପାଗ ପରିବର୍ତ୍ତନ ହେତୁ  ପୈଡି ଏବଂ  ଉତ୍ତରକାଶୀରେ  ପ୍ରବଳ ବର୍ଷା  ତାଣ୍ଡବ ରଚିଥିଲା।  ସେହିପରି ଡେହରାଦୁନ, ଅଲମୋଡା ଏବଂ  ନୈନିତାଲ  ସହିତ ଅନେକ ଅଞ୍ଚଳରେ ବର୍ଷା  ଯୋଗୁଁ ଖରାରୁ ମିଳିଥିଲା ତ୍ରାହି। କିନ୍ତୁ ଏହି ବର୍ଷା ପ୍ରଳବ ଲାଗାଣ ହେବାରୁ ତାଣ୍ଡବ ରଚିଛି। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
uttarakhand weather update heavy rainfall imd-alert cloud burst nainital dehradun | Argus News