Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟନେଲ ଟ୍ରାଜେଡି, ଉଦ୍ଧାର ହେବେ ୪୧ ଶ୍ରମିକ

Banajyotshna Ray
Browse all articles by Banajyotshna Ray
·2 years ago
ଟନେଲ ଟ୍ରାଜେଡି, ଉଦ୍ଧାର ହେବେ ୪୧ ଶ୍ରମିକ

ଅର୍ଗସ ବ୍ୟୁରୋ: ଉତ୍ତରକାଶୀ ଟନେଲ ଟ୍ରାଜେଡି ଅପରେସନ୍ । ଶେଷ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ । ଶ୍ରମିକଙ୍କ ପାଖାପାଖି ଉଦ୍ଧାରକାରୀ ଦଳ  । ଉଦ୍ଧାର ହେବେ ୪୧ ଶ୍ରମିକ। ଅଳ୍ପ ସମୟ ଭିତରେ ଉଦ୍ଧାର ହେବେ ସମସ୍ତ ଶ୍ରମିକ । ସଵୁ ଲୁହା ରଡ୍‌କୁ କାଟିଛନ୍ତି NDRF ଟିମ୍‌ । ରାତି ସାରା ଆମେରିକୀୟ ମେସିନ୍ ଦ୍ୱାରା ଜୋରଦାର୍ ଡ୍ରିଲିଂ କରାଯାଇଛି । ଦୀର୍ଘ 12 ଦିନ ହେଲା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ଜୋରସୋରରେ ପ୍ରୟାସ ଚାଲିଛି । ସେପଟେ ପ୍ରଶାସନ ମଧ୍ୟ ସଜାଗ ରହିଛି । ଭୁଶୁଡ଼ିବା ସ୍ଥାନରେ ଅସ୍ଥାୟୀ ଡାକ୍ତରଖାନା ସ୍ଥାପନ କରାଯାଇଛି । ଶ୍ରମିକଙ୍କୁ ଉଦ୍ଧାର କରିବା ପରେ ସମସ୍ତଙ୍କୁ ଚିକିତ୍ସା କରାଯିବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
uttarkashi tunnel collapse | Argus News