Videos
|
National

ଏହି ଗଛକୁ ଘରର ବାହାରେ ଲଗାନ୍ତୁ କେବେ ଚିନ୍ତା, ଦୁଖ ,କଷ୍ଟ ରହିବନି

Rashmita Mishra
Browse all articles by Rashmita Mishra
·2 years ago·1 min read
ଏହି ଗଛକୁ ଘରର ବାହାରେ ଲଗାନ୍ତୁ କେବେ ଚିନ୍ତା, ଦୁଖ ,କଷ୍ଟ ରହିବନି

ଅର୍ଗସ ବ୍ୟୁରୋ: ଘରର ଶୁଖ ଶନ୍ତି ପାଇିଁ ସମସ୍ତେ କିଛି ନା କିଛି କରିଥାନ୍ତି । ସମସ୍ତ ସବୁବେଳ ଚାହାନ୍ତି କି ସେମାନେ ଓ ସେମାନଙ୍କ ପରିବାର ଭଲରେ ରୁହନ୍ତୁ । ତେବେ ଘରର ଶୁଖ ଶନ୍ତି ଯଦି ଚାହୁଁଛନ୍ତି ଏହି ଗଛକୁ ଘରର ବାହାରେ ଲଗାନ୍ତୁ କେବେବି ଚିନ୍ତା, ଦୁଖ କଷ୍ଟ କିଛି ରହିନଥାଏ । 

ହିନ୍ଦୁ ଶାସ୍ତ୍ର ଅନୁସାରେ କୁହାଯାଏକି ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ । ଯେଉଁ ମାନଙ୍କ ଘରେ ତୁଳସୀ ଗଛ ଲଗାଯାଇଥାଏ ସେମାନଙ୍କର କେବେ ଆର୍ଥକ ସ୍ଥିତି ଖରାପ ହୋଇନଥାଏ । 

ଖାଲି ସେତିକି ନୁହେଁ ଘରେ ତୁଳସୀ ଗଛ ରହିଲେ ସେଠାରେ ମାତା ଲଷ୍ମୀଙ୍କ ବିରାଜ ମାନ କରିଥାନ୍ତି। ସମସ୍ତ ଦୁଖ ଦୂର ହୋଇଥାଏ । ଯେଉଁ ଘରେ ମା ଲଷ୍ମୀ ରହିଥାନ୍ତି ସେ ଘରର ସମସ୍ତ ଲୋକଙ୍କ ଉପରେ ମାଙ୍କର କୃପା ଦୃଷ୍ଚି ରହିଥାଏ । ସେମାନଙ୍କର କେବେ କୌଣସି ଅସୁବିଧା ହୋଇନଥାଏ । ଏହି ସବୁ କାରଣ ପାଇଁ ତୁଳସୀ ଗଛର ପୂଜା ବହୁତ ମହତ୍ଵ ହୋଇଥାଏ । ତାହାସହ ତୁଳସୀ ଗଛରେ ପାଣି ମଧ୍ୟ ଦିଅଯାଇଥାଏ । 

ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଏକି ତୁଳସୀ ଗଛକୁ ଘରର ମୁଖ୍ୟ କବାଟ ପାଖରେ ଲଗାଇବା ବହୁତ ଶୁଭ ହୋଇଥାଏ । ଯଦି ଘରର ମୁଖ୍ୟ ଦ୍ଵାରରେ ତୁଳସୀ ଗଛ ଲଗାଯାଏ ନାକାରତ୍ମକ ଶକ୍ତ କେବେବି ଘରର ଭିତରକୁ ଆସିବ ନାହିଁ । ତାହା ସହିତ ଘରେ ସବୁ ବେଳେ ସଖୁ,ଶାନ୍ତି ,ସମୃଦ୍ଧି ବଜାଇ ରହିଥାଏ । ତୁଳସୀ ଗଛକୁ ଉତ୍ତର କିମ୍ଵା ପୂର୍ବ ଦିଗରେ ଲଗାଇବା ଦ୍ଵାରା ବହୁତ ଭଲ ହୋଇଥାଏ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: