ପ୍ରଚାର ସମୟରେ ମହିଳାଙ୍କୁ ଚାପୁଡ଼ା

ଅର୍ଗସ ବ୍ୟୁରୋ:ବର୍ତ୍ତମାନ ୨୦୨୪ର୍ନିବାଚନ ପାଇଁ ସବୁ ଆଡେ ପ୍ରଚାର ପ୍ରସାର ଚାଲିଛି । ତାହା ଭିତରେ ତେଲେଙ୍ଗାନା କଂଗ୍ରେସ ପ୍ରାର୍ଥୀ ପ୍ରଚାର ସମୟରେ ଜଣେ ମହିଳାଙ୍କୁ ଚାପୁଡ଼ା ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି
ନିଜାମାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ପ୍ରାର୍ଥୀ ଟି ଜୀଭାନ୍ ରେଡ୍ଡୀ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବା ପରେ ବିବାଦ ଉପୁଜିଛି ।କଂଗ୍ରେସ ପ୍ରାର୍ଥୀ ଅନ୍ୟ କେତେକ ନେତାଙ୍କ ସହ ପ୍ରଚାର କରୁଥିବାବେଳେ ଆର୍ମୁର ବିଧାନସଭାରଏକ ଗାଁ ଏହି ଘଟଣା ଘଟିଛି।
Congress Nizamabad candidate Jeevan Reddy……
Recently CM Revanth Reddy Announced he would be Union Agriculture Minister once INDIA alliance comes to power pic.twitter.com/K0GS5vtdDg
📱 Get Argus News App
✨ତେବେ ଏହାକୁ ନେଇ ନିଜାମାବାଦରୁ କଂଗ୍ରେସ ଏମ୍ପି ପ୍ରାର୍ଥୀ କହିଛନ୍ତି। ସେ କହିଛନ୍ତି, ସେ ମହିଳାଙ୍କୁ ସ୍ନେହପୂର୍ଣ୍ଣ ଭାବରେ ବୁଝାଉଥିଲେ। ଏଥି ସହ ବୃଦ୍ଧ ମହିଳା ତାଙ୍କୁ ବଦନାମ କରୁଛନ୍ତି।
ଭାଇରାଲ ଭିଡିଓରେ ଦେଖାଯାଇଥିବା ବୃଦ୍ଧ ମହିଳା କହିଛନ୍ତି ଗତ ନିର୍ବାଚନରେ ମୁଁ କଂଗ୍ରେସକୁ ଭୋଟ ଦେଇଥିଲି। ହେଲେ ମୋତେ ଘର କି ପେନସନ ମିଳିନାହିଁ। ମୁଁ ତାଙ୍କୁ ଏ କଥା ଜଣାଇଥିଲି। ହେଲେ ସେ ଶୁଣୁନାହାନ୍ତି। ତେଣୁ ମୁଁ ଏଥର ଭାଜପାକୁ ଭୋଟ୍ ଦେବି ବୋଲି ମହିଳା ଜଣଙ୍କ କହିଥିଲେ। ଯାହା ପରେ ଜୀବନ ରେଡ୍ଡୀ ତାଙ୍କୁ ଚାପୁଡ଼ା ମାରିଥିବା
ଅଧିକ ପଢନ୍ତୁ ଭାରତ ଖବର