ଭିନେଶ ଫୋଗାଟଙ୍କ ମାମଲାରେ ଆଜି ଆସିବ ଚୂଡ଼ାନ୍ତ ରାୟ
·1 year ago

ଅର୍ଗସ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ମାମଲାରେ ଆଜି ଆସିବ ଚୂଡ଼ାନ୍ତ ରାୟ । ଯୁଗ୍ମ ଭାବେ ଭିନେଶ ରୌପ୍ୟ ପଦକ ପାଇବେ କି ନାହିଁ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ ପକ୍ଷରୁ ଆଜି ହେବ ସ୍ପଷ୍ଟ। ୯ ତାରିଖରେ ମାମଲାର ଶୁଣାଣି କରାଯାଇଥିବା ବେଳେ ଏହାକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଭାରତୀୟ ସମୟ ୯ଟା ୩୦ରେ ରାୟ ପ୍ରକାଶ ପାଇବା ନେଇ ସୂଚନା ମିଳିଛି। ଡ ଆନାବେଲ୍ ବେନେଟ୍ ଏହି ମାମଲାର ରାୟ ଶୁଣାଇବେ। ଅଧିକ 100 ଗ୍ରାମ ଓଜନ ଯୋଗୁଁ 50 କେଜି ବର୍ଗ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲେ ଭିନେଶ । ଅଲିମ୍ପିକ୍ ଫାଇନାଲରୁ ଅଯୋଗ୍ୟତା ବିରୋଧରେ ଭିନେଶ ଫୋଗେଟ୍ CASରେ ଆବେଦନ କରିଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: