Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବ୍ରିଟେନ ଗଟ୍‌ ଟାଲେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ବିନିତା

Rashmita Mishra
Browse all articles by Rashmita Mishra
·1 year ago
ବ୍ରିଟେନ ଗଟ୍‌ ଟାଲେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ବିନିତା

Key Points

ନିଜ ଜନ୍ମମାଟିକୁ ଫେରିଲେ ବିନିତା ଛେତ୍ରି
ବ୍ରିଟେନ ଗଟ୍‌ ଟାଲେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ବିନିତା
ଆସାମ ଗୁଆହାଟିର ୯ ବର୍ଷର ଝିଅ ବିନିତା ଛେତ୍ରି
ବ୍ରିଟେନ ଗଟ୍‌ ଟାଲେଣ୍ଟରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ

ନିଜ ଜନ୍ମମାଟିକୁ ଫେରିଲେ ବ୍ରିଟେନ ଗଟ୍‌ ଟାଲେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ବିନିତା ଛେତ୍ରି । ଆସାମ ଗୋହାଟିର ୯ ବର୍ଷର ଝିଅ ବିନିତା, ବ୍ରିଟେନ ଗଟ୍‌ ଟାଲେଣ୍ଟରେ ଭାଗ ନେଇ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ । ସେ ଆସାମ ଫେରିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଟାଇଟଲ ପାଇଁ ସେ ପ୍ରମୁଖ ଦାବିଦାର ଥିବା ବେଳେ, ତୃତୀୟ ସ୍ଥାନରେ ରହିଥିଲେ । ବିନିତା କହିଛନ୍ତି, ନିଜ ପରିଶ୍ରମ ଓ ଅନ୍ୟମାନଙ୍କ ଭଲ ପାଇବା ଯୋଗୁ ସେ ଭାରତର ନାଁ ରଖିପାରିଛନ୍ତି । ସେଠାକାର ସମସ୍ତ ବିଚାରକ ମଣ୍ଡଳୀ ତାଙ୍କ ପ୍ରଦର୍ଶନୀକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vinita-gave-a-brilliant-performance-on-britains-got-talent | Argus News