Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକସଭାରେ ଦୁଇ ଅଜ୍ଞାତ ଯୁବକ 

National

ଲୋକସଭାରେ ଦୁଇ ଅଜ୍ଞାତ ଯୁବକ 

Manini Pattanayak
Browse all articles by Manini Pattanayak
·2 years ago
ଲୋକସଭାରେ ଦୁଇ ଅଜ୍ଞାତ ଯୁବକ 

ନୂଆଦିଲ୍ଲୀ:  ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ।   ହାତରେ ସ୍ମୋକ ବମ୍‌  ଧରି ଦୁଇ ଯୁବକ ଲୋକସଭା ସୁରକ୍ଷା ବଳୟ ଭାଙ୍ଗି ପଶି ଥିଲେ । ତେବେ ଦୁଇ ଯୁବକଙ୍କୁ କାବୁ  କରିନେଇଛନ୍ତି ସୁରକ୍ଷା କର୍ମୀ। ସଂସଦ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ।  ଏନେଇ ଦିନ ଦୁଇଟା ପର୍ଯ୍ୟନ୍ତ ଲୋକସଭା ମୁଲତବି କଲେ ବାଚସ୍ପତି।   ସୂଚନାମୁତାବକ,  ଲୋକସଭା ଚାଲିଥିବାବେଳେ ଏହି ଦୁଇ ଅଜ୍ଞାତ ଯୁବକ ପଶି ଲୋକସଭା ଦର୍ଶକ ଗ୍ୟାଲେରିରୁ ଡେଇଁଥିଲେ  ।  ପାଶ୍‌ ନେଇ ସଂସଦ ଆସିଥିଲେ ଏହି ଦୁଇ ଅଜ୍ଞାତ ଯୁବକ। ତେବେ ତାଙ୍କୁ କିଏ ଦେଇଥିଲା ପାଶ୍‌ ଯାହା ଏବେ ବଡ ପ୍ରଶ୍ନ। 

 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
visitor jumps into the lok sabha chamber from the gallery house adjourned | Argus News