Videos
|
National

ପାଚେରୀ ଭୁଶୁଡ଼ି ୭ ଶ୍ରମିକ ମୃତ, ଫସି ରହିଛନ୍ତି 10ରୁ ଅଧିକ

Banajyotshna Ray
Browse all articles by Banajyotshna Ray
·1 year ago
ପାଚେରୀ ଭୁଶୁଡ଼ି ୭ ଶ୍ରମିକ ମୃତ, ଫସି ରହିଛନ୍ତି 10ରୁ ଅଧିକ

ଅର୍ଗସ ବ୍ୟୁରୋ:  ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ୭ ଶ୍ରମିକ ମୃତ । ଗୁଜରାଟର ମେହସାନ ଜିଲ୍ଲାରେ କାଡି ସହର ନିକଟରେ ଏକ ଅର୍ଦ୍ଧ ନିର୍ମିତ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଏଠି ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ 10ରୁ ଅଧିକ ଶ୍ରମିକ ଫସି ରହିଥିବା କୁହାଯାଉଛି। କାରଖାନା ଅଣ୍ଡରଗ୍ରାଉଣ୍ଡ ଟ୍ୟାଙ୍କ ବସାଇବା ପାଇଁ ଶ୍ରମିକମାନେ ଗାତ ଖୋଳୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାରକାରୀ ଟିମ୍ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ମେହସାନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Wall collapsed, 7 workers died, more than 10 are trapped | Argus News