ଓଡିଶାରେ ବିଜେପି କେମିତି ଆଗକୁ ବଢିବ ସେନେଇ କାର୍ଯ୍ୟ କରୁଛୁ -ଶାହ
·2 years ago

ଅର୍ଗସ ବ୍ୟୁରୋ: ମେଣ୍ଟକୁ ନେଇ ଅମିତ ଶାହଙ୍କ ବଡ ବୟାନ । ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭ୍ ରେ ମେଣ୍ଟକୁ ନେଇ ମତ ରଖିଛନ୍ତି ଅମିତ ଶାହ । ଓଡିଶାରେ ବିଜେପି କେମିତି ଆଗକୁ ବଢିବ ସେନେଇ କାର୍ଯ୍ୟ କରୁଛୁ । ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତି । ଓଡିଶାରେ ବିଜେପି ସ୍ଥିତିରେ ବହୁତ ସୁଧାର ଆସିବ । ଓଡିଶାରେ ଲୋକସଭା-ବିଧାନସଭାରେ ବିଜେପିର ବୃଦ୍ଧି ହେବ । ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଶାହଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: