Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ସଂଘର୍ଷ କରିବାକୁ ପଡୁଛି

National

ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ସଂଘର୍ଷ କରିବାକୁ ପଡୁଛି

Ritu Das
Browse all articles by Ritu Das
·1 year ago
ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ସଂଘର୍ଷ କରିବାକୁ ପଡୁଛି

ଜୀବନଠୁ ବଳି ଯାଉଛି ଜଳ ଯନ୍ତ୍ରଣା। ଲୋକେ ପାଣି ଟିକକ ପାଇଁ ବହୁତ ହଇରାଣ ହେଉଛନ୍ତି। ପାଣି ମୁନ୍ଦେ ପାଇଁ ନାହିଁ ନଥିବା ସଂଘର୍ଷ କରିବାକୁ ପଡୁଛି । ଏଠି ବାଜିରେ ଲାଗୁଛି ଜୀବନ। ଶୁଖିଲା ସଦୃଶ ଗଭୀର କୂଅ ଭିତରେ ବିପଦପୂର୍ଣ୍ଣ ଅବସ୍ଥାରେ ପଶି ପାଣି ଆଣୁଛନ୍ତି ମହିଳା। ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଜଳ ଯନ୍ତ୍ରଣାରେ ଅତିଷ୍ଠ ହେଉଛନ୍ତି ଲୋକେ।


ମହାରାଷ୍ଟ୍ରର ନାସିକ ଜିଲ୍ଲା ବୋରିଚିୱାଡ଼ିରେ ମହିଳାଙ୍କ କଷ୍ଟ କହିଲେ ନ ସରେ। କେବଳ ବୋରିଚିୱାଡ଼ି ନୁହଁ, ମହାରାଷ୍ଟ୍ରର ଏମିତି ଅନେକ ସ୍ଥାନରେ ପାଣି ପାଇଁ ଏବେ ହାହାକାର ପରିସ୍ଥିତି। କେଉଁଠି ପାଣି ପାଇଁ ୫ କିମି ଯାତ୍ରା କରିବାକୁ ପଡୁଛି, ତ ଆଉ କେଉଁଠି ଏ ଗଭୀର ଶୁଖିଲା କୂଅରୁ ବିଦପସଙ୍କୁଳ ଅବସ୍ଥାରେ ପାଣି କାଢିବାକୁ ପଡୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
we-have-to-fight-for-water-even-if-it-doesnt-exist | Argus News