Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦାନା ବାନ୍ଧୁଛି ବାତ୍ୟା, ୨୬ ସନ୍ଧ୍ୟାରେ ସ୍ଥଳ ଭାଗ ଛୁଇଁପାରେ

Banajyotshna Ray
Browse all articles by Banajyotshna Ray
·2 years ago
ଦାନା ବାନ୍ଧୁଛି ବାତ୍ୟା, ୨୬ ସନ୍ଧ୍ୟାରେ ସ୍ଥଳ ଭାଗ ଛୁଇଁପାରେ

ଅର୍ଗସ ବ୍ୟୁରୋ:  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା; ୨୬ ସନ୍ଧ୍ୟା ସୁଦ୍ଧା ନେବ ଭୀଷଣ ରୂପ !  26 ସନ୍ଧ୍ୟାରେ ସ୍ଥଳ ଭାଗ ଛୁଇପାରେ । ବର୍ତମାନ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଟି ଅବପାତରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହୋଇ କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ପରେ କ୍ରମଶ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ର ରୂପ ନେବ । ଓଡ଼ିଶା ଉପରେ ବାତ୍ୟାର  ସେପରି ପ୍ରଭାବ ନ ଥିବା ପୂର୍ବରୁ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal, Bangladesh on alert as severe cyclone to hit on May 26 | Argus News