Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

UPSକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ, ଲାଗୁ ହେବ ନୂଆ ପେନସନ ଯୋଜନା

Smruti Parija
Browse all articles by Smruti Parija
·1 year ago
UPSକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ, ଲାଗୁ ହେବ ନୂଆ ପେନସନ ଯୋଜନା

ଅର୍ଗସ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ୟୁନିଫାଏଡ ପେନସନ ସ୍କିମ ବା UPSକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । କର୍ମଚାରୀଙ୍କ ପାଇଁ ଲାଗୁ ହେବ ନୂଆ ପେନସନ ଯୋଜନା । 10 ବର୍ଷ କାମ କଲେ 10 ହଜାର ପେନସନ । 25 ବର୍ଷ କାମ କଲେ ପୁରା ପେନସନ ମିଳିବ । ବେସିକର 50 ପ୍ରତିଶତ ମିଳିବ ପେନସନ । 1 ଏପ୍ରିଲ 2025ରୁ ପିଚ୍ଛିଲା ଭାବେ ଲାଗୁ ହେବ ଏହି ଯୋଜନା । କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ 60 ପ୍ରତିଶତ ପେନସନ ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
what-is-unified-pension-scheme-know-its-features-modi-government-approval-ups | Argus News