Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟୋଲ ଟ୍ୟାକ୍ସର ଟଙ୍କା କେଉଁଠି ଖର୍ଚ୍ଚ କରନ୍ତି ସରକାର ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟୋଲ ଟ୍ୟାକ୍ସର ଟଙ୍କା କେଉଁଠି ଖର୍ଚ୍ଚ କରନ୍ତି ସରକାର ?

ଅର୍ଗସ ବ୍ୟୁରୋ: ଟୋଲ ଟ୍ୟାକ୍ସର ଟଙ୍କା କେଉଁଠି ଖର୍ଚ୍ଚ କରନ୍ତି ସରକାର ଜାଣନ୍ତି କି ଆପଣ। ହାଇଓ୍ୱେ ବ୍ୟବହାର କରିବା ଉପରେ ସରକାର ଗାଡିଠାରୁ ଟୋଲ ଟ୍ୟାକ୍ସ ନିଅନ୍ତି। ରାସ୍ତାରେ ଯିବା ବେଳେ ଆମେ ସମସ୍ତେ ଯୋଲ ଟ୍ୟାକ୍ସ ଦେଇଥାଉ। ଟୋଲ ଟ୍ୟାକ୍ସ ଦେବା ଅନିବାର୍ଯ୍ୟ ଅଟେ। ୨୦୨୨-୨୩ରେ ଟୋଲ ଟ୍ୟାକ୍ସରୁ ୪୮,୦୨୮ କୋଟି ଟଙ୍କା ଏକଜୁଟ ହୋଇଥିଲା।

କିନ୍ତୁ ସରକାର ଟୋଲ ଟ୍ୟାକ୍ସରୁ ଟଙ୍କା କଣ କରନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଥାଏ । ଟୋଲ ଟ୍ୟାକ୍ସରୁ ଟଙ୍କା ରାସ୍ତାର ମରାମତି ପାଇଁ ଖର୍ଚ୍ଚ ହୋଇଥାଏ। ରାସ୍ତାକୁ ଅଧିକ ଚଉଡା କରିବା ହାଇଓ୍ୱା ନିର୍ମାଣରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥାଏ। ପୋଲ ଏବଂ ଓଭରବ୍ରିଜରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହାସହ ରାସ୍ତାଗୁଡିକୁ ସଫାସୁତୁରା ଏବଂ ରାସ୍ତାରେ ଲାଇଟ ଲଗାଇବାରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥାଏ। ଟୋଲ କଲେକ୍ଟ କରିବା ପାଇଁ ହାଇଓ୍ୱେରେ ଟୋଲ ପ୍ଲାଜା ଥାଏ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
where government spends money collected from toll tax | Argus News