Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସବୁଠାରୁ ମାରାତ୍ମକ କିଏ ? ସିଗାରେଟ୍‌  ନା ମଦ..  

Manini Pattanayak
Browse all articles by Manini Pattanayak
·2 years ago
ସବୁଠାରୁ ମାରାତ୍ମକ କିଏ ? ସିଗାରେଟ୍‌  ନା ମଦ..  

ନୂଆଦିଲ୍ଲୀ: ସବୁଠାରୁ ମାରାତ୍ମକ କିଏ ? ସିଗାରେଟ୍‌  ନା ମଦ..?  ଏଇଠି ଆମେ କହି ରଖିବୁ କି, ଭାରତରେ  ନିସା ସେବନ  ସଦାବେଳେ ବିପଦ ବୋଲି ମନେ କରାଯାଇଥାଏ।  ସେ ସିଗାରେଟ ହୋଇଥାଉ କି ମଦ ହୋଇଥାଉ କି ଅଫିମ, ଗଞ୍ଜେଇ ଗୁଟଖା  ପାନମସଲା .. ତେବେ ଆମକୁ ଜାଣିବାର ଅଛି ସିଗାରେଟ ନା ମଦ କେଉଁଠା ଆମ ପାଇଁ ବିପଦ..?  
ମଦ ବ୍ୟକ୍ତିର ବ୍ରେନକୁ ଡିପ୍ରେସ କରିଥାଏ । ମଦ ଦ୍ୱାରା ଲିବର ଖରାପ ହୋଇଥାଏ।

 ଆଉ ସିଗାରେଟ  ମସ୍ତିଷ୍କକୁ ଖରାପ  କରିଥାଏ।   ସିଗାରେଟରେ ତବାକୁ,  ନିକୋଟିନ୍‌  ପରି କ୍ୟାନ୍ସର ସୃଷ୍ଟି କରିବାର ତତ୍ତ୍ୱ  ରହିଥାଏ।     ଯେଉଥିପାଇଁ  ହାର୍ଟ ଆଟାକ  ପରି  ସାଙ୍ଘାତିକ  ରୋଗର ବପଦ ଅଧିକ ଥାଏ।  ତେଣୁ ଏପରି ନିଶାରୁ ଦୂରେଇ ରୁହନ୍ତୁ ସୁନ୍ଦର ଆଉ ସୁସ୍ଥ ଜୀବନଯାପନ କରନ୍ତୁ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
which is more harmful cigarette or alcohol | Argus News