Videos
|
National

ଚିତାବାଘ କାହିଁକି ଅନ୍ୟ ପଶୁଙ୍କ ଠାରୁ କ୍ଷୀପ୍ର ଗତିରେ ଦୌଡେ

Ritu Das
Browse all articles by Ritu Das
·2 years ago
ଚିତାବାଘ କାହିଁକି ଅନ୍ୟ ପଶୁଙ୍କ ଠାରୁ କ୍ଷୀପ୍ର ଗତିରେ ଦୌଡେ

ଅର୍ଗସ ବ୍ୟୁରୋ: ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ଚିତା ବାଘ କାହିଁକି କ୍ଷୀପ୍ର ଗତିରେ ଦୌଡ଼େ। ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଚିତା ଦୌଡ଼ିବାର କାରଣ କଣ। ଯେଉଁ ପ୍ରାଣୀ ମଧ୍ୟମ ଆକାରର ହୋଇଥାଏ ସେହି ପଶୁ ସବୁଠୁ କ୍ଷୀପ୍ର ଗତିରେ ଦୌଡ଼ିପାରେ। ଚିତାର ଆକାର ହେଉଛି ମଧ୍ୟମ ଆକାରର। ଦ୍ବିତୀୟ କାରଣ ହେଉଛି ଚିତାର ମାଂସପେଶୀ ସଞ୍ଚାଳନ ଭଲସେ କରିଥାଏ। ଆଉ ହଁ ଚିତାବାଘର ଶରୀର ବିଶାଳକାୟ ହୋଇ ନ ଥାଏ। ସେଥିପାଇଁ ଶିକାର ବେଳେ ଚିତାବାଘ ଖୁବଜୋରରେ ଦୌଡ଼ି ନିଜ ଶିକାରକୁ ଅକ୍ତିଆର କରିଥାଏ। 

ପଶୁମାନଙ୍କ ଦୌଡ଼ିବା ପ୍ରକୃତି ତାଙ୍କ ଶରୀର ଉପରେ ନିର୍ଭର କରିଥାଏ। ଦୁନିଆଁରେ କୋଟି କୋଟି ପଶୁପକ୍ଷୀ ଅଛନ୍ତି। ସବୁ ପଶୁଙ୍କର ନିଜସ୍ବ ପ୍ରକୃତି ରହିଛି। ଯେମିତି ଚିତା ଆମେ ସମସ୍ତେ ଜାଣିଛନ୍ତି ଶିକାର କରିବାବେଳେ ଚିତା ଖୁବ କ୍ଷୀପ୍ର ଗତିରେ ଦୌଡ଼ି ଶିକାର କରିଥାଏ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Why does a | Argus News