Historical Facts / ପୁରୁଣା ଦୁର୍ଗରେ ଗୋଲ୍ ସିଡ଼ି... ଜାଗା ବଞ୍ଚାଇବ ନା ଏହା ପଛରେ ଥିଲା ଅଲଗା କରାଣ
·1 hour ago·3 min read

Key Points
ପୁରୁଣା ଦୁର୍ଗରେ ଗୋଲ୍ ଗୋଲ୍ ସିଡ଼ି କାହିଁକି ତିଆରି କରାଯାଉଥିଲା ?
ପୁରୁଣା ଦୁର୍ଗରେ ଗୋଲ୍ ସିଡ଼ି... ଜାଗା ବଞ୍ଚାଇବ ନା ଏହା ପଛରେ ଥିଲା ଅଲଗା କରାଣ
ପୁରୁଣା ଦୁର୍ଗରେ ଗୋଲ୍ ସିଡ଼ି... ଜାଗା ବଞ୍ଚାଇବ ନା ଏହା ପଛରେ ଥିଲା ଅଲଗା କରାଣ
ପୁରୁଣା ଦୁର୍ଗ ବା କିଲ୍ଲା ବୁଲିବା ସମୟରେ ଆପଣ ନିଶ୍ଚୟ ଦେଖିଥିବେ ଯେ, ସେଠାରେ ଅନେକ ସିଡ଼ି ସିଧା ନହୋଇ ଗୋଲ୍ ଗୋଲ୍ ଭାବେ ତିଆରି ହୋଇଥାଏ । ଏହାକୁ ଦେଖି ମନରେ ପ୍ରଶ୍ନ ଆସେ ଯେ, ଶେଷରେ ଏପରି ସିଡ଼ି ତିଆରି କରିବାର କାରଣ କ'ଣ ? କେବଳ କମ୍ ଜାଗାରେ ଅଧିକ ଉଚ୍ଚତାକୁ ଯିବା ପାଇଁ ଏପରି ଡିଜାଇନ୍ କରାଯାଉଥିଲା ନା ଏହା ପଛରେ ଲୁଚି ରହିଥିଲା କୌଣସି ଯୁଦ୍ଧ ରଣନୀତି ?
ବାସ୍ତବରେ, ପୁରୁଣା ଦୁର୍ଗର ଏହି ଗୋଲ୍ ଗୋଲ୍ ସିଡ଼ିଗୁଡ଼ିକ କେବଳ ସୌନ୍ଦର୍ଯ୍ୟ ପାଇଁ ତିଆରି ହୋଇନଥିଲା । ଏହାର ନିର୍ମାଣ ପଛରେ ସୁରକ୍ଷା, ସ୍ଥାନର ସଠିକ୍ ବ୍ୟବହାର ଏବଂ ଶତ୍ରୁଙ୍କ ଆକ୍ରମଣକୁ ରୋକିବା ଭଳି ଅନେକ କାରଣ ରହିଥିଲା । ଆସନ୍ତୁ ଜାଣିବା ଏହି ଗୋଲ୍ ସିଡ଼ି ପଛରେ ଲୁଚିଥିବା କିଛି ରୋଚକ କାରଣ ।

- ୧. ଶତ୍ରୁଙ୍କ ଆକ୍ରମଣକୁ ରୋକିବା ପାଇଁ
- ୨. ତଲୱାର ଯୁଦ୍ଧ ସହିତ ଥିଲା ସମ୍ପର୍କ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୩. କମ୍ ଜାଗାରେ ଅଧିକ ଉଚ୍ଚତା ପାଇଁ
- ୪. ହଠାତ୍ ଆକ୍ରମଣରୁ ରକ୍ଷା କରିବାରେ ସହାୟକ
- ୫. ସବୁ ଦୁର୍ଗରେ କ'ଣ ଏପରି ସିଡ଼ି ରହିଥିଲା ?
ନା, ପ୍ରତ୍ୟେକ ପୁରୁଣା ଦୁର୍ଗରେ ସମାନ ଡିଜାଇନ୍ର ସିଡ଼ି ନିର୍ମାଣ କରାଯାଉନଥିଲା । ଭିନ୍ନ ଭିନ୍ନ ରାଜବଂଶ, ସମୟ ଏବଂ ଅଞ୍ଚଳର ସ୍ଥାପତ୍ୟଶୈଳୀ ଅନୁସାରେ ଦୁର୍ଗଗୁଡ଼ିକର ନିର୍ମାଣ ହେଉଥିଲା । କେଉଁଠି ଗୋଲ୍ ଗୋଲ୍ ସିଡ଼ି ଦେଖିବାକୁ ମିଳୁଥିଲା ତ ଆଉ କେଉଁଠି ସିଧା କିମ୍ବା ଅନ୍ୟ ଶୈଳୀର ସିଡ଼ି ତିଆରି କରାଯାଉଥିଲା । ତେଣୁ ପ୍ରତ୍ୟେକ ଗୋଲ୍ ସିଡ଼ି କେବଳ ଯୁଦ୍ଧ ରଣନୀତି ପାଇଁ ନିର୍ମିତ ହୋଇଥିଲା ବୋଲି କହିବା ଠିକ୍ ହେବ ନାହିଁ।
ପୁରୁଣା ଦୁର୍ଗର ଗୋଲ୍ ଗୋଲ୍ ସିଡ଼ି କେବଳ ଏକ ସ୍ଥାପତ୍ୟ କଳା ନୁହେଁ, ବରଂ ସେହି ସମୟର ଇଞ୍ଜିନିୟରିଂ ଜ୍ଞାନ, ସୁରକ୍ଷା ବ୍ୟବସ୍ଥା ଏବଂ ଯୁଦ୍ଧ ରଣନୀତିର ଏକ ନିଆରା ଉଦାହରଣ । ଏହା ପ୍ରମାଣ କରେ ଯେ, ପୁରୁଣା ସମୟର ସ୍ଥପତିମାନେ ନିର୍ମାଣ କାର୍ଯ୍ୟରେ ସୌନ୍ଦର୍ଯ୍ୟ ସହିତ ସୁରକ୍ଷାକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଥିଲେ।
Related Topics
Explore more stories