ଏବେ ବି ଏଠି ବହୁପତ୍ନୀ ପ୍ରଥା ଏକ ଅଭ୍ୟାସଗତ ପରମ୍ପରା
·1 year ago

Key Points
ଅଜବ ପରମ୍ପରା
ଗୋଟିଏ ଝିଅକୁ ବାହା ହେଲେ ଦୁଇ ଭାଇ
ଦର୍ଶକ ସାଜିଲେ ହଜାର ହଜାର ଗ୍ରାମବାସୀ
କୌଣସି ବାଧ୍ୟବାଧକତା ନୁହେଁ ସମସ୍ତଙ୍କ ସହମତିରେ ହେଲା ବିବାହ
ସିରମୌର ଜିଲ୍ଲାର ଟ୍ରାନ୍ସ ଗିରି ଅଞ୍ଚଳର ପ୍ରାୟ ୪୫୦ ଗାଁରେ ହଟ୍ଟି ସମ୍ପ୍ରଦାୟର ପ୍ରାୟ ତିନି ଲକ୍ଷ ଲୋକ ବାସ କରନ୍ତି । ଏବେ ବି ବହୁପତ୍ନୀ ପ୍ରଥା ଏକ ଅଭ୍ୟାସଗତ ପରମ୍ପରା । ପୈତୃକ ସମ୍ପତ୍ତିରେ ଆଦିବାସୀ ମହିଳାଙ୍କ ଅଂଶ ଏବେ ବି ଏକ ମୁଖ୍ୟ ପ୍ରସଙ୍ଗ ।
ଯାହାର ରହିଛି କିଛି ଉଦେଶ୍ୟ...ଯେମିତିକି
1-ପରିବାରର କୃଷି ଜମିକୁ ଆହୁରି ବିଭାଜନରୁ ରକ୍ଷା କରିବା ପାଇଁ ଉଦ୍ଭାବନ କରାଯାଇଥିଲା ।
2-ଗୋଟିଏ କନ୍ୟା ସହିତ ଦୁଇ କିମ୍ବା ତତୋଧିକ ଭାଇଙ୍କୁ ବିବାହ କରି ଏକ ଯୌଥ ପରିବାରରେ ଭାଇଚାରା ଏବଂ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବା
3-ଯଦି ଆପଣଙ୍କର ପରିବାର ବଡ଼, ଅଧିକ ପୁରୁଷ ଅଛନ୍ତି, ତେବେ ଆପଣ ଏକ ଆଦିବାସୀ ସମାଜରେ ଅଧିକ ସୁରକ୍ଷିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ