Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତରେ ହ୍ଵାଟ୍ସଆପ ସେବା ବନ୍ଦ ?

Rashmita Mishra
Browse all articles by Rashmita Mishra
·2 years ago·1 min read
ଭାରତରେ ହ୍ଵାଟ୍ସଆପ ସେବା ବନ୍ଦ  ?

ନୂଆଦିଲ୍ଲୀ: ଭାରତରେ ହ୍ଵାଟସ୍ଆପର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ହ୍ଵାଟସ୍ଆପ୍ । କହିଛି ଯେ ଯଦି ଏନକ୍ରିପସନ୍ ହଟାଇଵାକୁ  କୁହାଯାଏ। ତେଵେ  ବାଧ୍ୟ ହେଵ  ଭାରତରେ ଏହି ସେବା ବନ୍ଦ କରିବା ପାଇଁ । ଆଇଟି ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ଏନକ୍ରିପସନ୍ ଭାଙ୍ଗିବାକୁ କୁହାଯାଏ ତେଵେ ଆମେ ଵାଧ୍ୟ ହୋଇ ହ୍ଵାଟସ୍ଆପ ସେଵା ଵନ୍ଦ କରିଵୁ । ମେଟାର କହିଵା କଥାକି ହ୍ଵାଟସ୍ଆପର ଏଣ୍ଡ-ଟୁ-ଏଣ୍ଡ ଵ୍ୟଵହାର କରୁଥିଵା ଲୋକମାନେ ନିଜର  ଗୋପନୀୟ ତଥ୍ୟ  ସୁରକ୍ଷାରେ ରଖିଥାନ୍ତି ।  

ହ୍ଵାଟସ୍ଆପର ଏହାର ସମସ୍ୟା ବିଷୟରେ କୋର୍ଟଙ୍କୁ କହିଛି :-
ହ୍ଵାଟସ୍ଆପର ନିଜ ଓକିଲ ତେଜସ କାରିଆ କହିଛନ୍ତି ଯେ କୋର୍ଟକୁ କହିଛନ୍ତିଯେ ଯଦି ଏନକ୍ରିପସନ୍ ଭାଙ୍ଗିବାକୁ କୁହାଯାଏ ।ତେଵେ ଆମେ ସେପରି କିଛି କରିଵୁ । ଆହୁରି ମଧ୍ୟ ତେଜସ କାରିଆ  କହିଛନ୍ତି ଲୋକମାନେ ନିଜର ସେତିକି ମାତ୍ରାରେ ତଥ୍ୟକୁ ଗୋପନୀୟ ଭାଵରେ ସୁରକ୍ଷା ଦେଇପାରୁଛନ୍ତି ଵୋଲି ଵ୍ୟଵହାର କରୁଛନ୍ତି । କମ୍ପାନୀ ଗ୍ରାହାକ ମାନଙ୍କୁ ସେତିକି  ସୁଵିଧା ଦୋଇପାରୁଛି ।

ଭାରତରେ ହ୍ବାଟ୍ସଆପରେ ୪୦୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି ଯାହା ଏହାକୁ ଏହି ପ୍ଲାଟଫର୍ମ ଦ୍ଵାରା ସର୍ବ ବୃହତ ବଜାର ଲାଭ ହୋଇଥାଏ । ଯଦି ଏନକ୍ରିପସନ୍ ହଟାଇଵାକୁ କୁାଯାଉଛି ତେଵେ ଲୋକମାନେ ନିଜର ଗୋପନୀୟ ତଥ୍ୟ  ସୁରକ୍ଷାରେ ରଖିପାରିଵେ ନାହିଁ । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
will-stop-functioning-if-made-to-break-encryption-whatsapp-to-delhi | Argus News