Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ

Manini Pattanayak
Browse all articles by Manini Pattanayak
·1 year ago
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ

 ନୂଆଦିଲ୍ଲୀ:  ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ।  ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର ।  ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।  ପାକିସ୍ତାନକୁ ଟେଷ୍ଟ ସିରିଜ ହରାଇବା ପରେ ଫର୍ମରେ ରହିଛି ବାଂଲାଦେଶ ଟିମ୍।  କାଲି ସକାଳ ୯ଟା ୩୦ ରୁ ଆରମ୍ଭ ହେବ ମ୍ୟାଚ। 

ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ୨୩ ଯାଏ ଖେଳାଯିବ । ଯାହାକି ଚେନ୍ନାଇରେ ଖେଳାଯିବ । ପରେ ପରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ ୨ୟ ଟେଷ୍ଟ ମ୍ୟାଚ୍  ଏହା କାନୁପରରେ ଖେଳାଯିବ । 
ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
With Team India's 2-match Test series against Bangladesh starting tomorrow | Argus News