ଆଇବ୍ରୋ ସେଭ୍ ପରେ ମହିଳାଙ୍କର ହେଲା ଲିଭର ଫେଲ୍ୟୁଅର୍ , ଜାଣନ୍ତୁ ପୁରା ଘଟଣା..

Key Points
ପାର୍ଲର ଯାଇଥିଲେ , ଲିଭର ଫେଲ୍ୟୁଅର୍ ହୋଇ ଫେରିଲେ
ଆଇବ୍ରୋ ସେଭ୍ ପରେ ଦେଖାଗଲା ଏମିତି ଲକ୍ଷଣ
ମହିଳାଙ୍କୁ ସତର୍କ କରାଇଲେ ଡାକ୍ତର
ଆଜିକାଲି ଆମର ଜୀବନଶୈଳୀ ଏମିତି ପରିବର୍ତ୍ତନ ହେଉଛି , ଯେଉଁଥିପାଇଁ ଅନେକ ସମସ୍ୟା ଆମ ଶରୀରରେ ଦେଖାଦେଉଛି । ବିଶେଷ ଭାବେ ଯଦି ଦେଖାଯାଏ, ତେବେ ଲିଭର ଫେଲ୍ୟୁର ସେଥିରୁ ଏକ ବଡ ସମସ୍ୟା । ଖାଦ୍ୟପାନୀୟର ସନ୍ତୁଳନ ଠିକ ନଥିବା ଏହାର ଏକ ମୁଖ୍ୟ କାରଣ ପାଲଟିଛି । କିନ୍ତୁ ଏ ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି , ଯାହା ଶୁଣିଲେ ଆପଣ ହୁଏତ ସହଜରେ ବିଶ୍ଵାସ କରିବେନି । କିନ୍ତୁ ଘଟଣା ସମ୍ପୁର୍ଣ୍ଣ ସତ । ଜଣେ ଡାକ୍ତର ଏପରି ଜଣେ ରୋଗୀଙ୍କ କଥା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ଜଣେ ୨୮ ବର୍ଷୀୟ ମହିଳା ପାର୍ଲରକୁ ଆଇବ୍ରୋ ସେଭ୍ କରିବାକୁ ଯାଇଛନ୍ତି, ଆଉ ଏହାପରେ ତାଙ୍କର ଲିଭର ଫେଲ୍ୟୁର ହୋଇଛି । ତେବେ ମହିଳାଜଣକ ଯେତେବେଳେ ଡାକ୍ତରଙ୍କ ପାଖକୁ ଆସିଥିଲେ, ତାଙ୍କର ଆଖି ହଳଦିଆ ହୋଇଯାଇଥିଲା, ଏବଂ ସେ ଥକ୍କା ଦେଖାଯାଉଥିବା ଜଣା ପଡୁଥିଲେ । ଡାକ୍ତର ପରୀକ୍ଷା ପରେ ଜଣା ପଡିଥିଲା, ତାଙ୍କର ଲିଭର ଫେଲ୍ୟୁଅର୍ ହୋଇଛି । ଏହାର ମୁଖ୍ୟ ସମସ୍ୟା ମଦ କି ଅନ୍ୟ କୌଣସି ଔଷଧ ଯୋଗୁଁ ନୁହେଁ, ବରଂ ପାର୍ଲରର ଅସାବଧାନତା ଯୋଗୁଁ ହୋଇଛି ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇ ପାରେ, ଆଇବ୍ରୋ ସେଭ୍ ବା ଥ୍ରେଡିଂ ଯୋଗୁ କେମିତି ଲିଭର ଉପରେ ଏହାର ପ୍ରଭାବ ପଡିବ । ଆସନ୍ତୁ ଜାଣିବା..
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ରେ କ୍ଲିକ କରନ୍ତୁ...