Shocking Crime News / ବାହା ହେବାକୁ ମନା କରିବାରୁ HIV ଇଞ୍ଜେକ୍ସନ ଫୋଡ଼ିଦେଲେ… ଭୟଭୀତ ହୋଇ ମହିଳା କଲେ ଆତ୍ମହତ୍ୟା
·5 months ago·2 min read

Key Points
ବିବାହକୁ ମନା କରିବାରୁ ଯୁବକଙ୍କ ହିଂସ୍ର ପଦକ୍ଷେପ
ଜବରଦସ୍ତି HIV ସଂକ୍ରମିତ ଇଞ୍ଜେକ୍ସନ ଲଗାଇଦେଲେ

ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ଏକତରଫା ପ୍ରେମ ଜଣେ ଝିଅକୁ ଏଚଆଇଭି ଇଞ୍ଜେକ୍ସନ ଲଗାଇବାପରେ ଏହାକୁ ସହି ନ ପାରି ସେ ଆତ୍ମହତ୍ୟା କରିଦେଇଛନ୍ତି। ଘଟଣାଟି ଘଟିଛି ହାଇଦ୍ରାବାଦର ଏକ ଅଞ୍ଚଳରେ। ଜଣେ ୨୪ ବର୍ଷୀୟା ଯୁବତୀ ଜଣେ ଯୁବକଙ୍କୁ ବିବାହ କରିବାକୁ ମନା କରିଦେବାରୁ ତାଙ୍କୁ ଫାଶୀ ଲଗାଇବାକୁ ସମାଜ ବାଧ୍ୟ କରିଛି। ପୁଅଟି ତାଙ୍କ ସମ୍ପର୍କୀୟ ଜଣେ ଝିଅକୁ ବାହା ହେବାକୁ ଇଚ୍ଛା କରେ କିନ୍ତୁ ସେ ମନା କରିବାରୁ ହିଂସ୍ର ନୀତି ଆପଣାଇଛି ପୁରା ରାକ୍ଷସ ପାଲଟି ଯାଇଛି। ଯୁବତୀଙ୍କ ଉପରେ ରାଗ ରଖି ତାଙ୍କ ଶରୀରରେ HIV ପଜିଟିଭର ଇଞ୍ଜେକ୍ସନ ଲଗାଇଦେଇଛନ୍ତି।
ଏହାସହ ପଢ଼ନ୍ତୁ: ସ୍ତ୍ରୀକୁ ୧୫,୦୦୦ ଟଙ୍କା ଦେଇ ଚାଲ ଖୁସିରେ ରୁହ… ସ୍ୱାମୀଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ
ଏହି ଘଟଣା ମାର୍ଚ୍ଚ ୧୧ ତାରିଖରେ ଘଟିଥିଲା। ଅଭିଯୁକ୍ତ ମନୋହର ମହିଳାଙ୍କ ଘରକୁ ଯାଇ ତାଙ୍କୁ ଜବରଦସ୍ତି ଏଚଆଇଭି ସଂକ୍ରମିତ ଇଞ୍ଜେକ୍ସନ ଲଗାଇଦେଇଥିଲେ। ବିବାହ ପ୍ରସ୍ତାବରେ ଅରାଜି ହେବାରୁ ବ୍ୟକ୍ତି ଜଣକ ଏଭଳି କାଣ୍ଡ ଭିଆଇଥିଲେ। ପୋଲିସଙ୍କ କହିବା ଅନୁଯାୟୀ, ଆରୋପୀ ଏବଂ ପୀଡ଼ିତା ଉଭୟ ସମ୍ପର୍କୀୟ। ଝିଅର ମାତା ପିତା ସେହି ପୁଅ ସହିତ ବିବାହ କରିବେ ବୋଲି କେବେଠୁ ସ୍ଥିର କରିଥିଲେ। କିନ୍ତୁ ଝିଅଟି ସିଧା ମନା ଦେଇଥିଲା ବାହା ହେବାକୁ। କହିଥିଲା ମୁଁ ତୁମକୁ ବାହା ହେବାକୁ ଚାହୁଁନି। ଏତିକିରେ ମନୋହର ଉତକ୍ଷିପ୍ତ ହୋଇଯାଇଥିଲା।
ମନୋହରଙ୍କ ମା’ ବାପା HIV ସଂକ୍ରମିତ ଥିଲେ
ଅଭିଯୁକ୍ତଙ୍କ ମାତା ପିତା ପୂର୍ବରୁ ହିଁ ଏଚଆଇଭି ପଜିଟିଭ ଥିଲେ। ଝିଅର ବାପା ମା’ ସେଥିପାଇଁ ମନୋହରଙ୍କୁ ଗତ ସେପ୍ଟେମ୍ବରରେ ନିଜ ଶରୀରର ଯାଞ୍ଚ କରିବାକୁ କହିଥିଲେ ଏହାପରେ ଜଣାପଡ଼ିଥିଲା ଯେ, ମନୋହର ବି ଏଚଆଇଭି ପୀଡ଼ିତ ଥିଲେ। ଜାଣିବାପରେ ମହିଳା ଜଣକ ତାଙ୍କ ସହ ବିବାହ କରିବାକୁ ସିଧା ମନା କରିଦେଇଥିଲେ। ମନୋହର ଏତେ ଜୋର ସେ ରାଗିଯାଇଥିଲା ଯେ, ମହିଳାଙ୍କୁ ଏଚଆଇଭି ସଂକ୍ରମିତ ଇଞ୍ଜେକ୍ସନ ଫୋଡ଼ିଦେଇଥିଲା। ଏହି ଘଟଣା ପୋଲିସ ଜାଣିବାପରେ ଅଭିଯୁକ୍ତ ମନୋହରଙ୍କୁ ଗିରଫ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାକୁ ମାସେ ବିତିବା ପରେ ଗତ ଶୁକ୍ରବାର ମହିଳା ଜଣକ ନିଜ ଘରେ ଫାଶୀରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ପରିବାର ଲୋକ ଘଟଣାସ୍ଥଳରୁ ଝିଅକୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସର କହିବା ଅନୁସାରେ ମହିଳା ଜଣକ ମାନସିକ ଚିନ୍ତାଗ୍ରସ୍ତ ଥିଲେ। ସମାଜର କଳଙ୍କ ବିବାହ ହେଉ ନ ଥିବା ଡରରେ ଏଭଳି ଚରମ ପଦେକ୍ଷପ ନେଇଛି। ଶରୀରରେ ଏଚଆଇଭି ରକ୍ତ ପ୍ରବାହିତ ହେଉଥିବାରୁ ଫାଶୀ ଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି।

Related Topics
Explore more stories