Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରାଫିକରେ ଅନଲାଇନ୍ ମିଟିଂ...

National

ଟ୍ରାଫିକରେ ଅନଲାଇନ୍ ମିଟିଂ...

Rashmita Mishra
Browse all articles by Rashmita Mishra
·2 years ago·1 min read
ଟ୍ରାଫିକରେ  ଅନଲାଇନ୍ ମିଟିଂ...

ବେଙ୍ଗାଲୁରୁ :ବେଙ୍ଗାଲୁରୁ କିଛି ଦିନ ତଳେ ଏକ ଭିଡିଓ ଭାଇରାର ହେଵାରେ ଲାଗିଛି । ଯାହା ସମସ୍ତଙ୍କର ଆକର୍ଷଣରର କେନ୍ଦ୍ରବିନ୍ଦୁ ପାଲଟିଛି । 

ଭିଡିଓରେ ଜଣେ ମହିଳା  ତାଙ୍କ ସ୍କୁଟରରେ ମୋବାଇଲ୍  ଧରି ବସିଥିବାର ନଜର ଆସିଛନ୍ତି ସେଥିରେ ସେ ଫୋନ୍ ସ୍କ୍ରିନରେ ଜୁମ୍ କଲ କରିଛନ୍ତି । ଯେ ମହିଳା ଜଣକ ଏକ ଅନଲାଇନ୍ ମିଟିଂରେ ଅଛନ୍ତି ।ଏହା ପରେ କ୍ୟାମେରାରେ  ଟ୍ରାଫିକ୍ ଆଡକୁ ଛିଡା ହୋଇ ରାସ୍ତାରେ  ଲମ୍ବା ଲାଇନ ଥାଇ ମଧ୍ୟ ସେ ତାଙ୍କ କାମରେ ଵ୍ୟସ୍ତ ରଗିଛନ୍ତି । 

ଏହିପରି  ଭିଡିଓ ଗୁଡିକୁ ଇଣ୍ଟରନେଟରେ ଦେଖିବାକୁ ସମସ୍ତେ ପସନ୍ଦ କରିଛନ୍ତି । ବର୍ତ୍ତମାନ ସେହିପରି ଏକ ଘଟଣାକୁ  ଜଣେ X ବ୍ୟବହାରକାରୀ ସେୟାର କରିଛନ୍ତି ।ଟ୍ରାଫିକିରେ ଅଟକି ରହିଥିବା ଏକ ମହିଳା ଅନଲାଇନ୍ ମିଟିଂରେ ଵ୍ୟସ୍ତ ରହୀିଛନ୍ତି ଏହି ଭିଡିଓଟି ଅନେକ ସୋସିଆଲ୍ ମିଡିଆ ବ୍ୟବହାର କରୁଥିଵା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଭିଡିଓଟିକୁ ଦୋଖିଵା ପରେ ଅନେକ ଲୋକ ଅନେକ ପ୍ରକାରର ମତା ମତ ରଖିଇଛନ୍ତି । ତାହାଵ୍ୟତୀତ ଵହୁତ କମ ସମୟ ଭତରେ ଅନେକ ଲେକ ଦୋଖିଛନ୍ତି ।    

ଅଧିକ ପଢନ୍ତୁ ଭାରତ ଖବର 

Argus Whatsapp Channel Mobile Top
Sponsored
work-from-traffic-video-of-woman-attending-online-meeting-on-scooter-goes-viral | Argus News