Videos
|
National

ବିଶ୍ବ ହସ୍ତୀ ଦିବସ, ହାତୀଙ୍କ ସୁରକ୍ଷା ପାଇଁ ସଚେତନ ହେବାକୁ ମୋଦିଙ୍କ ଆହ୍ବାନ  

Manini Pattanayak
Browse all articles by Manini Pattanayak
·1 year ago
ବିଶ୍ବ ହସ୍ତୀ ଦିବସ, ହାତୀଙ୍କ ସୁରକ୍ଷା ପାଇଁ ସଚେତନ ହେବାକୁ ମୋଦିଙ୍କ ଆହ୍ବାନ  

ନୂଆଦିଲ୍ଲୀ:  ବିଶ୍ବ ହସ୍ତୀ ଦିବସରେ ଟ୍ବିଟ୍ କରି ହାତୀଙ୍କ ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତର ସଂସ୍କୃତି ଓ ଐତିହ୍ୟ ସହ ଜଡ଼ିତ ହାତୀ । ବିଗତ କିଛି ବର୍ଷରେ ଦେଶରେ ହାତୀଙ୍କ ସଂଖ୍ୟା ବଢିଛି ।

ସେପଟେ ବିଶ୍ବ ହସ୍ତୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମ ପରିବେଶକୁ ସୁରକ୍ଷା ଦେବାରେ ହାତୀଙ୍କ ଭୂମିକା ରହିଛି । ହାତୀଙ୍କ ସଂରକ୍ଷଣ ଲାଗି ସଚେତନ ହେବା । ହାତୀ-ମଣିଷ ଲଢେଇ କମାଇବା ସହ ହାତୀଙ୍କ ପ୍ରତି ଘୃଣାର ଭାବ ନରଖି ସେମାନଙ୍କର ସୁରକ୍ଷା କରିବାକୁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
World Elephant Day, Modi's call to be aware for the protection of elephants | Argus News