Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ଯୋଗୀ ଆଦିତ୍ୟନାଥ

Smruti Parija
Browse all articles by Smruti Parija
·1 year ago
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା  କଲେ ଯୋଗୀ ଆଦିତ୍ୟନାଥ

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ଦେଖାଦେଇଥିବା ହିଂସା ଓ ଅରାଜକତା ମଧ୍ୟରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସମସ୍ତେ ଚୁପ୍ । କିନ୍ତୁ ବାସ୍ତବରେ ସେମାନଙ୍କ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ ।  

ସବୁ ବିରୋଧୀ ଦଳଙ୍କୁ ନିଶାନା କରିବା ସହ ଯୋଗୀ କହିଛନ୍ତି, ସେମାନଙ୍କୁ ଜଣାଅଛି ବାଂଲାଦେଶରେ ହିନ୍ଦୁମାନଙ୍କଠାରୁ ଭୋଟ୍ ମିଳିବ ନାହିଁ। ସେଥିପାଇଁ ସେମାନଙ୍କ ମୁହଁ ବନ୍ଦ ବୋଲି କହିଛନ୍ତି ଯୋଗୀ । କିନ୍ତୁ ହିନ୍ଦୁମାନଙ୍କର ସୁରକ୍ଷା ପାଇଁ ବିଜେପି ସ୍ବର ଉତ୍ତୋଳନ ଜାରି ରଖିବ । ମାନବତାର ସୁରକ୍ଷା ପାଇଁ ଏହି ସ୍ବର ଉତ୍ତୋଳନ ଜାରି ରହିବ ବୋଲି କହିଛନ୍ତି ଯୋଗୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yogi Adityanath condemned the attack on Hindus in Bangladesh | Argus News