Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଯୋଧ୍ୟାରେ ୧୦୯୦ କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ଯୋଗୀ ଆଦିତ୍ୟନାଥ

Manini Pattanayak
Browse all articles by Manini Pattanayak
·2 years ago
ଅଯୋଧ୍ୟାରେ ୧୦୯୦ କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ:  ଅଯୋଧ୍ୟବାସୀଙ୍କ ଅତିଥି ସେବାରେ ଅବିଭୂତ ପୂରା ଦେଶ। ଅଯୋଧ୍ୟାରେ ୧୦୯୦ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।  ଯୋଗୀ କହିଛନ୍ତି, ଭଗବାନ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଆସି ଦର୍ଶନ କରି ସାରିଲେଣି।

ଅଯୋଧ୍ୟାବାସୀଙ୍କ ଆତିଥିରେ ଅଭିଭୂତ ସାରା ବିଶ୍ବ। ଏହା ମହାପ୍ରଭୂ ଶ୍ରୀରାମଙ୍କ ଆର୍ଶିବାଦରେ ସମ୍ଭବ ବୋଲି କହିଛନ୍ତି ଯୋଗୀ  । ବର୍ତ୍ତମାନ ଅଯୋଧ୍ୟାରେ ଦୁଇ ଗୁଣା ଗତିରେ ବିକାଶ ହେବ।  ଏହି ବିକାଶକୁ ଆହୁରି ଗତିଦେବାକୁ ୧୦୯୦ କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ଯୋଗୀ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yogi Adityanath laid the foundation stone of the 1090 crore project in Ayodhya | Argus News