ପବିତ୍ର ଦେବ ଉତଥାନି ଏକାଦଶୀର ଶୁଭେଚ୍ଛା ଜଣାଇଲେ ଯୋଗୀ
·2 years ago

ଅର୍ଗସ ବ୍ୟୁରୋ: ପବିତ୍ର ଦେବ ଉତଥାନି ଏକାଦଶୀ ଏବଂ ତୁଳସୀ ବିବାହ ଅବସରରେ ସମସ୍ତ ଶ୍ରଦ୍ଧାଳୁ ଏବଂ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭଗବାନ ବିଷ୍ଣୁ ଏବଂ ମାତା ତୁଳସୀଙ୍କ କୃପାରୁ ସମସ୍ତ ବିଶ୍ବର କଲ୍ୟାଣ କାମନା କରିଛନ୍ତି ଯୋଗୀ ଆଦିତ୍ୟନାଥ।
ବିଜେପିର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶ୍ରୀ ରାମଙ୍କ ଆଗମନ
ଏହାସହ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସମସ୍ତଙ୍କ ଅଭିଳାଷା ପୂରଣ ପାଇଁ ଭଗବାନଙ୍କ ନିକଟରେ କାମନା କରିଛନ୍ତି ଯୋଗୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: