Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନି ଲଣ୍ଡ୍ରିଂ ମାମଲାରେ ଏଲଭିସଙ୍କୁ 8 ଘଣ୍ଟା ଧରି ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

National

ମନି ଲଣ୍ଡ୍ରିଂ ମାମଲାରେ ଏଲଭିସଙ୍କୁ 8 ଘଣ୍ଟା ଧରି ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Smruti Parija
Browse all articles by Smruti Parija
·1 year ago
ମନି ଲଣ୍ଡ୍ରିଂ ମାମଲାରେ ଏଲଭିସଙ୍କୁ 8 ଘଣ୍ଟା ଧରି ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଅର୍ଗସ ବ୍ୟୁରୋ: ୟୁଟ୍ୟୁବର ଏଲଭିସ ଯାଦବଙ୍କ ବଢ଼ିଲା ସମସ୍ୟା । ସାପ ବିଷ ଚାଲାଣ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଲଭିସଙ୍କୁ 8 ଘଣ୍ଟା ଧରି ଜେରା କରିଛି । ରେବ୍ ପାର୍ଟିକୁ ସାପ ବିଷ ଯୋଗାଇବା ମାମଲାରେ ଏଲଭିସ୍ ଯାଦବଙ୍କ ବ୍ୟାଙ୍କ ଟ୍ରାଜାକସନର ଯାଞ୍ଚ କରିଛି ଇଡି । 

ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ର ବିଜେତା ଏଲଭିସ ଯାଦବଙ୍କୁ ପୂର୍ବରୁ ଗିରଫ କରିଥିଲା ନୋଇଡା ପୋଲିସ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲଘଂନ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏଲଭିସଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ୧୯୭୨ ଆଧାରରେ ଅଭିଯୋଗ ହୋଇଥିଲା। 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
youtuber-elvish-yadav-appears-before-ed-in-money-laundering-case | Argus News