Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ରେନରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ

Rashmita Mishra
Browse all articles by Rashmita Mishra
·1 year ago
ଡ୍ରେନରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ

ଅର୍ଗସ ବ୍ୟୁରୋ: ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ବଡ଼ଗାଁ ର ୫୦ ବର୍ଷୀୟ ମଙ୍ଗ ମଲିକ ର ମୃତ ଶରୀର ବାହାନଗା ବଜାର ନିକଟସ୍ଥ  ଯମୁନା ଦେଇ ଶିକ୍ଷକ ଭବନ ଆଗ ଡ୍ରେନ ରେ ପଡ଼ିଥିବା ନେଇ ଗ୍ରାମ ବାସୀ ଦେଖିବା ପରେ ପୋଲିସ ଏବଂ ବାହାନଗା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l  ଖବର ପାଇ ବାହାନଗା ଅଗ୍ନିଶମ ବାହିନୀ ଶବ ଉଦ୍ଧାର କରିବା ଥିବା ବେଳେ ସୋର ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ ମଙ୍ଗ ମଲିକ ର ମୃତ୍ୟୁ କିପରି ହୋଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଅଞ୍ଚଳବାସୀ ତଦନ୍ତ ଦାବୀ କରିଛନ୍ତି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ùWâ^eê C¡ûe ùjfû ~êaKu céZ ù\j | Argus News