Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଠଗଡ଼ରେ ଅବକାରୀ ଟିମର ଚଢାଉ,୧୪୩୫ ଲିଟର ମହୁଲ ପୋଚ ଜବତ

Sangram Tripathy
Browse all articles by Sangram Tripathy
·1 year ago
ଆଠଗଡ଼ରେ ଅବକାରୀ ଟିମର ଚଢାଉ,୧୪୩୫ ଲିଟର ମହୁଲ ପୋଚ ଜବତ

ଅର୍ଗସ ବ୍ୟୁରୋ:ଆକ୍ସନ ମୋଡରେ ଅବକାରୀ ବିଭାଗ,ଆଠଗଡ଼ରେ କରିଛି ଚଢାଉ। ୧୪୩୫ ଲିଟର ମହୁଲ ପୋଚ,୧୦୦ ଲିଟର ଦେଶୀ ମଦ,୭ଟି ବଡ଼ ଆଲୁମିନିୟମ ଡେକଚି ଓ ଗୋଟିଏ ସାଇକେଲ ଜବତ କରାଯାଇଛି ।  କଟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ କୋରଙ୍ଗା ଗାଁରେ ଚଢ଼ାଉ କରାଯାଇଥିଲା । ମାତ୍ର ପୋଲିସକୁ ଦେଖି ବେଆଇନ ମଦ ପ୍ରସ୍ତୁତକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଜବତ ପୋଚକୁ ନଷ୍ଟ କରିଛି ପୋଲିସ  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Also in Athagada, the illegal team seized 1435 liters of meeol pouch | Argus News