Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆରମ୍ଭ ହେଲା ରଥଟଣା...

Odisha

ଆରମ୍ଭ ହେଲା ରଥଟଣା...

Smruti Parija
Browse all articles by Smruti Parija
·1 year ago
ଆରମ୍ଭ ହେଲା ରଥଟଣା...

ପୁରୀ: ଆରମ୍ଭ ହେଲା ରଥଟଣା । ଜନ୍ମବେଦୀ ଅଭିମୁଖେ ତିନି ରଥ । ଆଜି ଶରଧାବାଲିରେ ପହଞ୍ଚିବ ତିନି ରଥ । ମରିଚିକୋଟ ଛକରେ ଅଟକି ରହିଥିବା ତାଳଧ୍ୱଜ ରଥକୁ ଟାଣୁଛନ୍ତି ଶ୍ରଦ୍ଧାଳୁ । ସେହିପରି ପଛେ ପଛେ ଆସୁଛନ୍ତି ମା ଶୁଭଦ୍ରା ଓ କାଳିଆ ସାଆନ୍ତ । ଗତକାଲି ରାଜନଅର ସମ୍ମୁଖରେ ଅଟକିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ସିଂହଦ୍ୱାରରୁ ଦୁଇ ପାଦ ଆଗରେ ଅଟକିଥିଲା ନନ୍ଦିଘୋଷ ରଥ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘଣ୍ଟଘଣ୍ଟା, ବାଦ୍ୟ, ହରିବୋଲ, ହୁଳହୁଳିରେ ପ୍ରକମ୍ପତି ହେଉଛି ବଡଦାଣ୍ଡ । ରଥରେ ତିନି ଠାକୁରଙ୍କୁ ପାଇଁ ଭାବବିହ୍ୱଳ ହୋଇପଡିଛନ୍ତି ଭକ୍ତ ।
 

Sponsored
chariot-pulling-begins | Argus News