Videos
|
Odisha

ଚାରିଛକ ଥାନା ଗେଟାମୁଣ୍ଡା ବ୍ରିଜ୍ ନିକଟରେ କାରଟି ଦୁର୍ଘଟଣାଗ୍ରସ୍ତ, ଗଛରେ ପିଟିହେଲା କାର,୪ ଗୁରୁତର

Sangram Tripathy
Browse all articles by Sangram Tripathy
·1 year ago
ଚାରିଛକ ଥାନା ଗେଟାମୁଣ୍ଡା ବ୍ରିଜ୍ ନିକଟରେ କାରଟି ଦୁର୍ଘଟଣାଗ୍ରସ୍ତ, ଗଛରେ ପିଟିହେଲା କାର,୪ ଗୁରୁତର

ଅର୍ଗସ ବ୍ୟୁରୋ:ଗଛରେ ପିଟିହେଲା କାର ୪ ଗୁରୁତର। କାର ଯୋଗେ ଫୁଲବାଣୀରୁ ବୌଦ୍ଧ ଫେରୁଥିଲେ ୪ ଜଣ ସାଙ୍ଗ। ଜଣେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି, ଅନ୍ୟମାନଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ଚାରିଛକ ଥାନା ଗେଟାମୁଣ୍ଡା ବ୍ରିଜ୍ ନିକଟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The car crashed near Getamunda Bridge in Charichak Thana. Car hit by tree, 4 serious | Argus News