|
logo
Live

Argus News - ଠିକାଦାରଙ୍କ ଜେସିବି ମେସିନକୁ ବୋମାମାଡ଼

Odisha

ଠିକାଦାରଙ୍କ ଜେସିବି ମେସିନକୁ ବୋମାମାଡ଼

Rashmita Mishra
Browse all articles by Rashmita Mishra
·1 year ago
ଠିକାଦାରଙ୍କ ଜେସିବି ମେସିନକୁ ବୋମାମାଡ଼

ଅର୍ଗସ ବ୍ୟୁରୋ: ଦାଦାବଟି ମାଗିବାକୁ ନେଇ ଠିକାଦାରଙ୍କ ଜେସିବି ମେସିନକୁ ବୋମାମାଡ । କଟକ ବାଙ୍କୀ ମୁଖ୍ୟ ରାସ୍ତାରୁ କଇଁମୁଣ୍ଡି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବୋମା ମାଡ । ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥାକୁ ଭୟଭୀତ କରିବାକୁ ବୋମା ମାଡ଼ ହୋଇଥିବା ସୂଚନା । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ବୋମା ମାଡ କରି ଫେରାର ହୋଇଯାଇଛନ୍ତି ।  ଘଟଣା ସ୍ଥଳରେ କାଇଁମୁଣ୍ଡି ଫାଣ୍ଡି ଓ ବାଙ୍କୀ ପୋଲିସର ତଦନ୍ତ ଜାରି । ପୂର୍ବରୁ ମଧ୍ୟ ଠିକା ସଂସ୍ଥାର ସୁପର ଭାଇଜରକୁ କିଛି ଲୋକ ଦାଦା ବଟି ମାଗିବା ସହ ଧମକ ଦେଇଥିବାର ସୂଚନା ମିଳିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଠିକାଦାରଙ୍କ ଜେସିବି ମେସିନକୁ ବୋମାମାଡ଼ | Argus News