Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ ଖେଳିପାରେ ମ୍ୟାଚ୍

Odisha

ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ ଖେଳିପାରେ ମ୍ୟାଚ୍

Smruti Parija
Browse all articles by Smruti Parija
·2 years ago
ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ ଖେଳିପାରେ ମ୍ୟାଚ୍

କଟକ: ଏଥର କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ଆଇପିଏଲ ମ୍ୟାଚ୍ । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ ଖେଳିପାରେ ମ୍ୟାଚ୍ । ଦିଲ୍ଲୀ ତାର ପ୍ରଥମ 2ଟି ମ୍ୟାଚ୍ ପୁନେ ଓ କଟକରେ ଖେଳିପାରେ । ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଅନ୍ୟତ୍ର ମ୍ୟାଚ୍ ଖେଳାଯିବା ନେଇ ସମ୍ଭାବନା ରହିଛି । କଟକରେ ମ୍ୟାଚ୍ ସମ୍ଭାବନା ନେଇ ଖବର ସରବରାହ ସଂସ୍ଥା ANI ପକ୍ଷରୁ ସୂଚନା ରହିଛି । ଏହି ଖବର ଶୁଣିବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି ।   
 

ଆହୁରି ପଢନ୍ତୁ ଖେଳ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time the IPL match can be played at Cuttack Barbati Stadium | Argus News