ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍ ପାଆନ୍ତୁ
·1 year ago·1 min read

- ଓଡ଼ିଶାକୁ ନେଇ ଶାହଙ୍କ ବଡ଼ ବୟାନ । କହିଲେ, ୧୬ ଲୋକସଭା ସିଟ୍ରେ ଜିତିବ ବିଜେପି
- ଆସନ୍ତା ୬ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ସଭାରେ ଯୋଗ ଦେବା ସହିତ କରିବେ ରୋଡ୍ ସୋ'
- ସାଧାରଣ ନିର୍ବାଚନ : ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଭରିବେ ନାମାଙ୍କନ, ବିଶାଳ ରାଲିରେ ସାମିଲ ଥିଲେ ଶହଶହ ସମର୍ଥକ
- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ରେ ନାମାଙ୍କନ ଭରିଲେ ଅପରାଜିତା । ଉପସ୍ଥିତ ଥିଲେ ଶହଶହ ସମର୍ଥକ
- କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଡ୍ ସୋ' କରି ଭରିଲେ ନାମାଙ୍କନ
- ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସାମଲ । କହିଲେ, ଚାଷୀଙ୍କ ସହ ପ୍ରତାରଣା କରିବାରେ ବିଜେଡି ନମ୍ବର ୱାନ୍
- ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି । ସାଧାରଣ ସଭାରେ ଯୋଗ ଦେବା ସହିତ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର
- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିଜେପି-ବିଜେଡି ମୁହାଁମୁହିଁ । ପ୍ରଶାସନର ଭୁଲ ଲାଗି ଏମିତି ହୋଇଥିବା ସୂଚନା
- ପ୍ରସିଦ୍ଧ ଟେଲି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବିଜେପିରେ ଯୋଗ ଦେଲେ । 'ଅନୁପମା' ଧାରାବାହିକର ଅଭିନେତା ଥିଲେ ରୁପାଲି ଗାଙ୍ଗୁଲି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: