Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରନ୍ତୁ, ଖବର ଜାଣନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରନ୍ତୁ, ଖବର ଜାଣନ୍ତୁ
  • ବିଜେଡିର ଷ୍ଟାର ପ୍ରଚାରକ ତାଲିକା : ପ୍ରଥମେ ନବୀନ, ଦ୍ଵିତୀୟରେ ବିବାଦୀୟ ପାଣ୍ଡିଆନ ଆଉ ତୃତୀୟରେ ପ୍ରଣବ ପ୍ରକାଶ ଦାସ
  • ଆଜି ପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା : ଅରିନ୍ଦମ ଓ ଅନୁଭବଙ୍କୁ ନେଇ ବଢିଲା ଚର୍ଚ୍ଚା
  • ଟିକଟ ନମିଳିବା ପରେ ବଡଚଣା ବିଧାୟକଙ୍କ ଘରେ ମେଳି । ଆଗାମୀ ଦିନରେ ଅମର ନେଇପାରନ୍ତି ବଡ଼ ନିଷ୍ପତ୍ତି
  • ଷଷ୍ଠ ପର୍ଯ୍ୟାୟ ପରେ ବି ଯାଜପୁର କୋରେଇ ଓ ବରୀରେ ପ୍ରାର୍ଥୀ ଘୋଷଣା କରିନି ବିଜେଡି । ଘଡେଇ ଓ ଦାସ ପରିବାରରେ କେଁ ଥିବାରୁ ବିଳମ୍ବ ହେଉଛି ଟିକଟ ଘୋଷଣା
  • ବବିଙ୍କୁ କୁଚିଣ୍ଡାରେ ବିରୋଧ । ଲୋକେ କହିଲେ ସିଏ କିଏ ଆମେ ଜାଣିନୁ
  • ଆକାଶ ଦାସ ନାୟକଙ୍କ ବଡ଼ ବୟାନ । କହିଲେ,କୋରେଇବାସୀ ଏଥର ସ୍ୱାଭିମାନର ସାଥ୍ ଦେବେ। ମୋ ପ୍ରତି ଜନସମର୍ଥନ ବଢ଼ିଛି। ବିଜେଡିର ବହୁ ନେତା ଆମ ସମ୍ପର୍କରେ ଅଛନ୍ତି, ଆମ ସହ ମିଶୁଛନ୍ତି
  • ଟିକେଟ ବଣ୍ଟାକୁ ନେଇ କଂଗ୍ରେସ ଭବନରେ ଭଙ୍ଗାରୁଜା, ଗେଟ୍‌ ତାଲା ପକାଇଲେ ଯୁବ କଂଗ୍ରେସ କର୍ମୀ
  • ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ । ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେପିର ପ୍ରତିନିଧି ଦଳ । ଶଙ୍ଖରେ ଭୋଟ ଦେବାକୁ କଲ୍ ସେଣ୍ଟରରୁ ଯାଉଛି କଲ୍
  • ଅସନ୍ତୋଷ ଝାଡ଼ିଲେ ପାଟ୍ଟଶାଣୀ; କହିଲେ, ମୋତେ ବାଧୁଛି, ବିଜୁ ଲିଗାସି ଆଉ ନାହିଁ
  • କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କି । ପ୍ରାର୍ଥୀ କରି ଟିକେଟ କାଟିବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ

  •  
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Breaking News | Argus News