Videos
|
Odisha

ସ୍କ୍ରୋଲ କରନ୍ତୁ, ନିର୍ବାଚନର ବଡ଼ ଖବର ଜାଣନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ସ୍କ୍ରୋଲ କରନ୍ତୁ, ନିର୍ବାଚନର ବଡ଼ ଖବର ଜାଣନ୍ତୁ

() ବିଜେପିର ସଙ୍କଳ୍ପ ପତ୍ର: ଗରିବଙ୍କ ପେଟ, ପକେଟ ଭରିବା ଗ୍ୟାରେଣ୍ଟି ଦେଲେ ମୋଦୀ
() ମୋଦିଙ୍କ ବଡ଼ ବୟାନ । କହିଲେ,  ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ସଂକଳ୍ପ ପୂରଣ କରିବୁ । ଗରିବଙ୍କୁ ଲୁଟୁଥିବା ଲୋକ ଜେଲ ଯାଉଛନ୍ତି
() ନିର୍ବାଚନୀ ପ୍ରଚାର ବେଳେ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼; ହସ୍ପିଟାଲରେ ଭର୍ତ୍ତି
() କଂଗ୍ରେସର ଆଉ ୯ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା । ତାଲିକାରେ ବରିଷ୍ଠ, ମହିଳା ଓ ଯୁବକଙ୍କୁ ପ୍ରାଧାନ୍ୟ 
() କୈଳାସ କୁଲେସିକାଙ୍କ ଅଭିଯୋଗ ପରେ ହଟଚମଟ; ଖଣି ମାଲିକ ନେଉଛନ୍ତି କି ବିଜେଡି ପ୍ରାର୍ଥୀ ନିଷ୍ପତ୍ତି ?
() ସୁରଜଙ୍କ ବଡ଼ ବୟାନ । କହିଲେ, ବିଜେଡିକୁ ନୁହେଁ ବିଜେପିକୁ ଭରସା କରୁଛନ୍ତି ଲୋକେ । ମୋଦି ଗ୍ୟାରେଣ୍ଟିର ବଢୁଛି ବିଶ୍ଵାସ
() ଓଲିଉଡ୍ କଳାକାରଙ୍କୁ ନବୀନ ନିବାସକୁ ଡକରା ଓ ମୁଖ୍ୟମନ୍ତ୍ରୀ ଭେଟିବା ପ୍ରସଙ୍ଗରେ ବିଜେପିର କଟାକ୍ଷ । ବିଜେପି ନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି, ସିଦ୍ଧାନ୍ତ, ଅନୁଭବ, ଅରିନ୍ଦମଙ୍କ ପରି ସବୁ ବଡ଼ ବଡ଼ ସେଲିବ୍ରିଟି ବିଜେଡି ଛାଡ଼ିବାରୁ ଦଳକୁ ଏବେ ହାରିବା ଭୟ ଘାରିଛି
() ଦିନ ପରେ ଦିନ ଗଡୁଛି, ହେଲେ ବିଜେଡି ଘୋଷଣା କରୁନି ପ୍ରାର୍ଥୀ ତାଲିକା । ଆଜିକାଲି କହି କେବଳ ସମୟ ଗଡୁଛି
() ବାଲି ଦୁର୍ନୀତିରେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀଙ୍କ ସଂପୃକ୍ତି ଅଭିଯୋଗ । ହାଇକୋର୍ଟଙ୍କ ନିୟମ ମାନିବାକୁ ନାରାଜ ବବି
() କଟକରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରଚାର । ଶହଶହ ବିଜେଡି କର୍ମୀ ଶଙ୍ଖ ଛାଡ଼ି ପଦ୍ମ ଦଳରେ ହେଲେ ସାମିଲ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Election Breaking | Argus News