Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍କ୍ରୋଲ କରନ୍ତୁ, ପୂରା ଦିନର ଅପଡେଟ୍‌ ଖବର ପାଆନ୍ତୁ

Odisha

ସ୍କ୍ରୋଲ କରନ୍ତୁ, ପୂରା ଦିନର ଅପଡେଟ୍‌ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସ୍କ୍ରୋଲ କରନ୍ତୁ, ପୂରା ଦିନର ଅପଡେଟ୍‌ ଖବର ପାଆନ୍ତୁ

()  କୁଆଡ଼େ ଗଲା 5-T ବିଭାଗ । ରାତିରାତି ୱେବସାଇଟରୁ ତଥ୍ୟ ଗାଏବା ହେବା ପରେ ଗ୍ରାଉଣ୍ଡରେ ବି ଲିଭାଯାଉଛି ଫଳକ
ଉଭାନ ହେଲା ଫାଇଭ-ଟି
() ଟିକଟ ଘୋଷଣା ହେବା ପରେ ବି ଖୁସି ନାହାନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଟିକଟ ଫେରାଇବା ନେଇ ବଢିଲା ଚର୍ଚ୍ଚା
ଖୁସି ନାହାନ୍ତି ପ୍ରସନ୍ନ
() ସମ୍ବଲପୁର ସଂସଦୀକ୍ଷ କ୍ଷେତ୍ରରେ ବବିଙ୍କୁ ଲଗାତାର ବିରୋଧ । କେତେବେଳେ ସଭାରେ ଲୋକେ ହେଉନାହାନ୍ତି ତ ଆଉ କେତେବେଳେ ଅପେକ୍ଷାରତ ଲୋକଙ୍କୁ ବବି ଭେଟୁନାହାନ୍ତି
ବବିଙ୍କୁ ବିରୋଧ
() ଦଳ ବଦଳ ଲାଗି  ବିଧାୟକ ପଦ ରଦ୍ଦ ଘଟଣା; କୋର୍ଟର ଦ୍ୱାରସ୍ଥ ହେବେ ଅରବିନ୍ଦ ଢାଲି ! ସରକାରକୁ ଟାଣିବେ କାଠଗଡ଼ାକୁ
ନବୀନଙ୍କୁ କୋର୍ଟ ଟାଣିବେ ଅରବିନ୍ଦ
() ଆଜି ଆସିପାରେ ବିଜେପି ତାଲିକା ! ବିଜେପିର ୨ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସୂଚନା 
ଆଜି ଆସିବ ପଦ୍ମର ପ୍ରାର୍ଥୀ ତାଲିକା
() କଂଗ୍ରେସରେ ତୁଟୁନି ଟିକଟ କଳି । କାହାକୁ କେଉଁଠୁ ପ୍ରାର୍ଥୀ କରିବ ଦଳ, ସେନେଇ ଚିନ୍ତାରେ ନେତୃତ୍ଵ
ତୁଟୁନି କଂଗ୍ରେସ କଳି
() ଏପଟେ ନେତା କହୁଛନ୍ତି, ୧୫ ତାରିଖ ସୁଦ୍ଧା ସରିପାରେ କଂଗ୍ରେସର ପ୍ରାର୍ଥୀ ଘୋଷଣା । ରବିବାର ସିଇସି ବୈଠକରେ ପ୍ରାର୍ଥୀଙ୍କ ନାଁରେ ବାଜିପାରେ ମୋହର
୧୫ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା
() ମିରଟରେ ଘରକୁ ଘର ବୁଲି ପ୍ରଚାର କଲେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ । ପୂଜାର୍ଚ୍ଚନା କଲେ ଲୋକ । 
ଅରୁଣଙ୍କୁ ପୂଜା କଲେ ଭୋଟର
() ଖୁବଶୀଘ୍ର ରାଜ୍ୟ ମାନ୍ୟତା ପାଇବ ଜମ୍ମୁକାଶ୍ମୀର । କରାଯିବ ବିଧାନସଭା ନିର୍ବାଚନ । ଜନସଭାରେ ବଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।
ଜମ୍ମୁରେ ହେବ ବିଧାନସଭା ନିର୍ବାଚନ
() ଏପ୍ରିଲ ୧୫ରେ ତିହାରରେ କେଜ୍ରିଓ୍ଵାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଫଶିଛନ୍ତି କେଜ୍ରିୱାଲ
କେଜ୍ରିୱାଲଙ୍କୁ ଭେଟିବେ ମାନ୍‌
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jeneral Election 2024 | Argus News