Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କ୍ରୋଲ କଲେ ପାଇବେ ନିର୍ବାଚନର ବଡ଼ ଖବର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ସ୍କ୍ରୋଲ କଲେ ପାଇବେ ନିର୍ବାଚନର ବଡ଼ ଖବର

() ବିଜେଡି ଉପରେ ବର୍ଷିଲେ ପୂର୍ବତନ ବିଧାୟକ କୈଲାସ କୁଲେସିକା । ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣାକୁ ନେଇ ନିରାଶ କହିଲେ । ପ୍ରତିଶ୍ରୁତି ଦେଇ ବିଜେଡି ବିଶ୍ବାସଘାତକତା କରିଛି ବୋଲି କହିଲେ

() ପଦ୍ମ ଶିବିରରେ ପୂର୍ବତନ ବିଧାୟକ କୈଳାଶ କୁଲେସିକା । ବିଜେପିରେ ଯୋଗ ଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ

() କେଁ ଭିତରେ ଟିକଟ ପାଇଲେ ରୋହିତ ପୂଜାରୀ । କହିଲେ, ୨୦୦୯ରୁ ମୁଁ ନିର୍ବାଚନ ଲଢୁଛି, ଏଥର ମଧ୍ୟ ଦଳ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ...ହେଲେ ଜନମତ ସପକ୍ଷରେ ନାହିଁ

() ବାରମ୍ବାର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଅଲଗା ଅଲଗା ସ୍ଥାନରୁ ପ୍ରାର୍ଥୀ କରୁଥିବାରୁ ବଢିଲା ଚର୍ଚ୍ଚା । କିଏ କହିଲା ବୋଝ ତ ଆଉ କିଏ କହିଲା କ୍ରାଏସିସି ମ୍ୟାନେଜର

() ହଠାତ୍‌ ରାଜ୍ୟ ସରକାରଙ୍କ ଫାଇଭ-ଟି ୱେବସାଇଟ୍‌ରୁ ସବୁ ତଥ୍ୟ ଗାଏବ ହେଲା । ବିଜେପିର ଅଭିଯୋଗ ପରେ ଛାନିଆ ହେଲାଣି ବିଜେଡି

() ଆଜି ଆସିପାରେ ବିଜେପି ପ୍ରାର୍ଥୀ ତାଲିକା । ଚର୍ଚ୍ଚାରେ ଅରିନ୍ଦମ ଓ ଅନୁଭବ

() ଏବେ ବି କଂଗ୍ରେସରେ ପ୍ରାର୍ଥୀ ସଙ୍କଟ । କାହାକୁ ପ୍ରାର୍ଥୀ କରିବ ଦଳ, ଚିନ୍ତାରେ ନେତା

() ୯ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୋଟ ୧୧୭ ଆସନ ପାଇଁ ତାଲିକା ଚୂଡ଼ାନ୍ତ, ବାକି ରହିଲା ୩୦ ବିଧାନସଭା

() ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ମୁକାବିଲା ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

() ଆଠମଲ୍ଲିକରେ ବିଜେଡି ପ୍ରାର୍ଥୀ ବବିଙ୍କ ଉପରେ ରାଗିଲେ ମହିଳା ଭୋଟର । କହିଲେ ଆମେ ଖରାରେ ବସିଛୁ, ସେ ପଳାଇଗଲେ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Top Breaking News | Argus News