ନିଆଁରେ ଜିଅନ୍ତା ଜଳିଗଲେ ୨ ନାବାଳକ
·1 year ago

ଅର୍ଗସ ବ୍ୟୁରୋ : ଅଭାବନୀୟ! ୨ ନାବାଳକ ଜୀବନ୍ତ ଦଗ୍ଧ । ନିଆଁରେ ଜିଅନ୍ତା ଜଳିଗଲେ ୨ ନାବାଳକ । ୨ ନାବାଳକ ସମ୍ପର୍କରେ ମାମୁ-ଭଣଜା ହୋଇଥିବା ସୂଚନା । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।
ମୃତକ କ୍ରିଷ୍ଣା ଊର୍ମା, କ୍ରିଷ୍ଣା ଭୋଇ ହୋଇଥିବା ସୂଚନା ମିଳିଛି । ନିଆଁ ପୋଇଁବା ବେଳେ ପାଳଗଦା ନିଆଁରେ ଉଭୟ ପଡି ଯାଇଥିଲେ । ତେବେ ଘଟଣାସ୍ଥଳରେ ପହଞ୍ଚିଛି ବାଉଁଶୁଣୀ ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: