Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀ ଘାଟରୁ ଘଡ଼ିଆଳ କୁମ୍ଭୀର ଛୁଆ ଉଦ୍ଧାର

Ritu Das
Browse all articles by Ritu Das
·1 year ago
ମହାନଦୀ ଘାଟରୁ ଘଡ଼ିଆଳ କୁମ୍ଭୀର ଛୁଆ ଉଦ୍ଧାର

ଅର୍ଗସ ବ୍ୟୁରୋ: ନରସିଂହପୁର ହଇରାଣ ପୁର ମହାନଦୀ ଘାଟରୁ ମାଛ ଧରାଳି ଙ୍କର ଜାଲରେ ପଡିଲା କୁମ୍ଭୀର। ସକାଳୁ ମାଛ ବଦଳରେ ଗୋଟିଏ ଘଡିଆଳ କୁମ୍ଭୀର ଛୁଆ ଜାଲରେ ପଡିଯାଇଥିଲା । ମାଛ ଧରାଳି ଭୟଭୀତ ହୋଇ ବନ ବିଭାଗ କୁ ଖବର ଦେଇଥିଲେ। ନରସିଂହପୁର ବନ ବିଭାଗ ପରିବର୍ତ୍ତେ ଘଟଣା ସ୍ଥଳରେ ଜିଲିଣ୍ଡା ସତକୋଶିଆ ବନ ବିଭାଗ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିଲେ।


ଜିଲିଣ୍ଡା ସାତକୋଶିଆ ବନାଞ୍ଚଳ ଅଧିକାରୀ ଲିଙ୍ଗରାଜ ଭୋଇ ଉକ୍ତ କୁମ୍ଭୀରକୁ ଟିକରପଡା ଠାରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A baby crocodile was rescued from Mahanadi Ghat | Argus News