ମହାରାଷ୍ଟ୍ରରୁ ଆସିଥିବା ଡବଲ୍ ଡେକର ବସ୍ ବ୍ରହ୍ମପୁରରେ ପହଞ୍ଚିଲା
·1 year ago

ଓଡ଼ିଶାରେ ଡବଲ୍ ଡେକର ବସ୍ । ବ୍ରହ୍ମପୁରରେ ପହଞ୍ଚିଲା ଡବଲ୍ ଡେକର ବସ୍ । ମହାରାଷ୍ଟ୍ରରୁ ଆସିଥିବା ଡବଲ୍ ଡେକର ବସ୍ ବ୍ରହ୍ମପୁରରେ ଲାଗିଲା । ଡବଲ୍ ଡେକର ବସ୍ରେ ଓଡ଼ିଆ କଳା, ସଂସ୍କୃତିର ଚିହ୍ନ ପ୍ରତିଫଳିତ । ବସ୍ର ଆଗ ପାର୍ଶ୍ଵରେ ରହିଛି ସୁଦୃଶ୍ୟ କୋଣାର୍କ ଚକ୍ର ଚିହ୍ନ ।
କଟକ ବାଲିଯାତ୍ରା, ଶ୍ରୀଜଗନ୍ନାଥ ମନ୍ଦିର ଚିତ୍ର ସହ ଓଡ଼ିଶୀ ନୃତ୍ୟର ଛାପ । ଭୁବନେଶ୍ଵରରେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ ଏହି ବସ୍ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ବସ ଆସୁଥିବାବେଳେ ପରେ ଆସିବ ଆଉ ଦୁଇଟି ଡବଲ ଡେକର ବସ୍ । ପ୍ରବାସୀ ଭାରତୀୟ ସମ୍ମିଳନୀ ସମୟରେ ପ୍ରଥମେ କରାଯିବ ବ୍ୟବହାର।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: