Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ

Rashmita Mishra
Browse all articles by Rashmita Mishra
·1 year ago
ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ

ଅର୍ଗସ ବ୍ୟୁରୋ: ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ। ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ସାଙ୍ଗରେ ଥିବା ବାନ୍ଧବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ । ଗୁରୁତର ଯୁବକ ଆକାଶ ସିଂ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କୁ ଅପହରଣ କରି ନେଇଥିବା 4 ଯୁବକ ଏବେ ଆକାଶଙ୍କ ଫୋନକୁ କଲ୍ କରି ଯୁବତୀଙ୍କୁ ଛାଡିବା ପାଇଁ ଟଙ୍କା ଦାବି କରିଛନ୍ତି । ଘଟଣା ଘଟିଛି ମୈତ୍ରୀ ବିହାର ଥାନା ଅଞ୍ଚଳରେ । ଯୁବତୀଙ୍କୁ ଉଦ୍ଧାର ପାଇଁ କମିଶନରେଟ୍ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accused of abducting a young man and abducting a young woman | Argus News