Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୧ ଦିନ ପରେ ଜିନ୍ନତ ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ

Banajyotshna Ray
Browse all articles by Banajyotshna Ray
·1 year ago
୨୧ ଦିନ ପରେ ଜିନ୍ନତ ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ

ଅର୍ଗସ ବ୍ୟୁରୋ:  ୨୧ ଦିନ ପରେ ଜିନ୍ନତ ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ । ଟ୍ରାଙ୍କୁଲାଇଜ ପରେ ଏବେ ଜନ୍ତାରେ ରହିଛି ଜିନ୍ନତ । ଜିନ୍ନତକୁ ପୁଣି ଶିମିଳିପାଳ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା ସୁଚନା । ପଶ୍ଚିମବଙ୍ଗ ପୁରୁଲିଆରେ ଟ୍ରାଙ୍କୁଲାଇଜ କରାଗଲା । ଏବେ ବାଘୁଣୀ ଜିନ୍ନତ ଅଚେତ ଥିବା ସୂଚନା । ଜିନ୍ନତ ଉପରେ ନଜର ରଖିଥିଲା ସ୍ୱତନ୍ତ୍ର ଟିମ । ଡ୍ୟାମ ପାଖକୁ ଆସିଥିବାବେଳେ ହେଲା ଟ୍ରାଙ୍କୁଲାଇଜ । ପିସିସିଏଫ ପ୍ରେମ ଛାଙ୍କ ସୂଚନା । ଶିମିଳିପାଳରୁ ଝାରଖଣ୍ଡ ଓ ପରେ ପଶ୍ଚିମବଙ୍ଗ ଯାଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After 21 days, Jinnat the tigress was tranquilized | Argus News