Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ଦନ୍ତା ହାତୀଙ୍କ ଉନ୍ମୋତ୍ତକାଣ୍ତ , କାନ୍ଥ ଚାପି ହୋଇ ବୃଦ୍ଧା ମୃତ

Odisha

ପୁଣି ଦନ୍ତା ହାତୀଙ୍କ ଉନ୍ମୋତ୍ତକାଣ୍ତ , କାନ୍ଥ ଚାପି ହୋଇ ବୃଦ୍ଧା ମୃତ

Swoyangprjna Mishra
Browse all articles by Swoyangprjna Mishra
·1 year ago
ପୁଣି ଦନ୍ତା ହାତୀଙ୍କ ଉନ୍ମୋତ୍ତକାଣ୍ତ , କାନ୍ଥ ଚାପି ହୋଇ ବୃଦ୍ଧା ମୃତ

ସମ୍ବଲପୁର : ସମ୍ବଲପୁର ଜୁଜୁମୁରା ବ୍ଲକରେ ପୁଣି ଦନ୍ତା ହାତୀଙ୍କ ଉନ୍ମୋତ୍ତକାଣ୍ତ । ହାତୀ ଉନ୍ମୋତ୍ତ କାଣ୍ତରେ ଘର କାନ୍ଥରେ ଚାପି ହୋଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଧମା ରେଞ୍ଜ ଅନ୍ତର୍ଗତ ଲିପିଣ୍ଡା ପଞ୍ଚାୟତର ଧମାକଟା ଗାଁରେ ଗତକାଲି ରାତିରେ ଦନ୍ତା ହାତୀ ଉପଦ୍ରବ କରିଥିଲେ । ଏଥିରେ ଘର କାନ୍ଥ ଭାଙ୍ଗି ଥିବା ବେଳେ ସାଲନୀ ମିଂଜ଼ ନାମକ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି।


ଖବର ପାଇ ଘଟଣା ସ୍ଥଳକୁ ଜୁଜୁମୁରା ପୋଲିସ ଓ ଧମା ବନ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବୁଦ୍ଧାର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେଵେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପଦକ୍ଷେପ ନେବା ପାଇ ଧମା ବନବିଭାଗ ଅଧିକାରୀ ସୁଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An old man died after being crushed against the wall by elephant's attack | Argus News