Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ଆସୁଛି, ଅର୍ଗସ ସ୍ଵାଦ ଓଡିଶା, ସିଜିନ ୩

Sudeshna Mishra
Browse all articles by Sudeshna Mishra
·1 year ago·1 min read
ଖୁବଶୀଘ୍ର ଆସୁଛି, ଅର୍ଗସ ସ୍ଵାଦ ଓଡିଶା, ସିଜିନ ୩

Key Points

ଅର୍ଗସ ଆଉଥରେ ଆଣିଛି ଓଡ଼ିଆ ଦର୍ଶକଙ୍କ ପାଇଁ ଏକ ସ୍ଵାଦ ଭରା ଉପହାର


ଓଡିଶାର ପ୍ରଥମ ଓ ସର୍ବୋତ୍ତମ କୁକିଂ ରିଏଲିଟି ଶୋ


ଓମଫେଡ୍ ପ୍ରସ୍ତୁତ କରୁଛି-ଅର୍ଗସ ସ୍ବାଦ ଓଡିଶା, ସିଜିନ ୩


ଖୁବଶୀଘ୍ର ଆସୁଛି  Argus News ରେ

ଖୁବ ଶୀଘ୍ର ଆସୁଛି ଅର୍ଗସ ସ୍ଵାଦ ଓଡିଶା, ସିଜିନ ୩। ଆମ ପାଖରେ ବହୁ ସଂଖ୍ୟାରେ ରେସିପିର ଭିଡ଼ିଓ ଆସି ପହଂଚିସାରିଛି। ପୂର୍ବ ଦୁଇଟି ସିଜିନର ସଫଳତା ପରେ ଆମେ ଏଥର ପୁଣି ନେଇ ଆସୁଛୁ ଅର୍ଗସ ସ୍ଵାଦ ଓଡିଶା, ସିଜିନ ୩।


ଏଥର ଆହୁରି ବଡ଼, ଆହୁରି ସ୍ବାଦିଷ୍ଟ, ଉନ୍ନତ ମାଧ୍ୟମରେ ଆମେ ଆପଣଙ୍କ ପାଖରେ ପହଂଚାଇବୁ ଅର୍ଗସ ସ୍ଵାଦ ଓଡିଶା, ସିଜିନ ୩।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବ ସିଜିନର ବିଜେତା ଅମ୍ରିତା ପାଣିଗ୍ରାହୀଙ୍କ ଭଳି ଏଥର ଆପଣ ବି ହୋଇପାରନ୍ତି ସିଜିନ-୩ର ବିଜେତା । ଓଡ଼ିଶାର ପ୍ରଥମ ଓ ସବୁ ଠାରୁ ବଡ଼ କୁକିଙ୍ଗ ରିଆଲିଟି ଶୋ ଅର୍ଗସ ସ୍ଵାଦ ଓଡିଶା, ସିଜିନ ୩. Coming Soon Only On Argus Tv.


Sponsored
argus-swad-odisha-season-3-coming-soon | Argus News