ଉଦଘାଟନ ହୋଇଛି ଅର୍ଗସ ଟୁରିଜିମ କନକ୍ଲେଭ ଚଲୋ ଦେଖେଁ ଅପନା ଦେଶ
·1 year ago

ଅର୍ଗସ ବ୍ୟୁରୋ: ଉଦଘାଟନ ହୋଇଛି ଅର୍ଗସ ଟୁରିଜିମ କନକ୍ଲେଭ ଚଲୋ ଦେଖେଁ ଅପନା ଦେଶ । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଆଗକୁ ନେବାକୁ ବଡ ପ୍ରୟାସ ଆରମ୍ଭ। ଅର୍ଗସ ଗୋଟିଏ ପରେ ଗୋଟିଏ ସିଜିନ ଶେଷ କରି ବର୍ତ୍ତମାନ ୪ର୍ଥ ସିଜିନ ଆରମ୍ଭ କରିଛି। ଅର୍ଗସ ପକ୍ଷରୁ ଗୋଟିଏ ଘରୋଇ ହୋଟେଲରେ ଏହି କାର୍ଯ୍ୟକ୍ରମ ଚାଲିଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

