ଅର୍ଗସ ଟୁରିଜିମ କନକ୍ଲେଭ: ୨୦୩୪ ବେଳକୁ ଟୁରିଜିମ ଏକ ବଡ ରୋଲ ପ୍ଲେ କରିବ
·1 year ago·1 min read

ଅର୍ଗସ ବ୍ୟୁରୋ: ଉଦଘାଟନ ହୋଇଛି ଅର୍ଗସ ଟୁରିଜିମ କନକ୍ଲେଭ ଚଲୋ ଦେଖେଁ ଅପନା ଦେଶ । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଆଗକୁ ନେବାକୁ ବଡ ପ୍ରୟାସ ଆରମ୍ଭ ହୋଇଛି। ଅର୍ଗସ ଗୋଟିଏ ପରେ ଗୋଟିଏ ସିଜିନ ଶେଷ କରି ବର୍ତ୍ତମାନ ୪ର୍ଥ ସିଜିନ ଆରମ୍ଭ କରିଛି। ଅର୍ଗସ ପକ୍ଷରୁ ଗୋଟିଏ ଘରୋଇ ହୋଟେଲରେ ଏହି କାର୍ଯ୍ୟକ୍ରମ ଚାଲିଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଆଜିର ବିଷୟବସ୍ତୁ ରହିଛି, ଐତିହ ଏବଂ ପରମ୍ପରା।
ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଭାରତରେ ୩୧.୯ ପ୍ରତିଶତ ବୃଦ୍ଧି ପାଇଛି। ଏହାସହ ଗ୍ଲୋବାଲି ଆମେ ୨୪ ରାଙ୍କରେ ରହିଛେ। ଓଡିଶାରେ ସୁଦୀର୍ଘ ବେଳାଭୂମି ରହିଛି । ଇତିହାସର ଐତିହ ବାର୍ତ୍ତା ବହନ କରୁଥିବା କିର୍ତ୍ତୀରାଜିମାନ ରହିଛି। ଏହାକୁ ଆଗାମୀ ଦିନରେ ପୁଣି ଆଗକୁ ନେବାକୁ ଅର୍ଗସ ପକ୍ଷରୁ ଏହା ଏକ ଛୋଟ ପ୍ରୟାସ ଆରମ୍ଭ ହୋଇଛି। ଏହାସହ ୨୦୩୪ ବେଳକୁ ଟୁରିଜିମ ଏକ ବଡ ରୋଲ ପ୍ଲେ କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: