|
logo
Live

Argus News - ୧୧ ମାସ ପରେ ଖୋଲିଲା ବିରଜା - ଆଗ୍ନେଶ୍ୱର ହାଟ

Odisha

୧୧ ମାସ ପରେ ଖୋଲିଲା ବିରଜା - ଆଗ୍ନେଶ୍ୱର ହାଟ

Banajyotshna Ray
Browse all articles by Banajyotshna Ray
·1 year ago
୧୧ ମାସ ପରେ ଖୋଲିଲା ବିରଜା - ଆଗ୍ନେଶ୍ୱର ହାଟ

 ଅର୍ଗସ ବ୍ୟୁରୋ:  ୧୧ ମାସ ପରେ ଖୋଲିଲା ବିରଜା - ଆଗ୍ନେଶ୍ବର ହାଟ। ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ହୋଇଥିଲା ସ୍ଥାନାନ୍ତର। ବ୍ୟବସାୟ ନହେବାରୁ ଅସନ୍ତୋଷ ଥିଲେ ଚାଷୀ ଆଉ ବ୍ୟବସାୟୀ । ଆଜି ସକାଳୁ ବିରଜା ଅଗ୍ନେଶ୍ୱର ହାଟରେ ଦୁଇ ପ୍ଲାଟୁନ ପୋଲିସ ସୁରକ୍ଷା ସହ ଆରମ୍ଭ ହୋଇଛି ବ୍ୟବସାୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୧୧ ମାସ ପରେ ଖୋଲିଲା ବିରଜା - ଆଗ୍ନେଶ୍ୱର ହାଟ | Argus News