ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣା ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁର୍ଲା ଏମସିଏଲ ଅଡିଟୋରିୟମରେ ଗେଜେଟ ଫରେଷ୍ଟ ସାର୍ଭିଷ ଅସୋସିଏସନ ମିଟିଙ୍ଗରେ ହେବେ ସାମିଲ । ମଧ୍ୟାହ୍ନରେ ବୁର୍ଲା ହାଇସ୍କୁଲ ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ହେବେ ସାମିଲ । ପରେ ସମ୍ବଲପୁର ମନ୍ଦଳିଆ ପଡିଆରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ BBSA କ୍ୟାମ୍ପରେ କ୍ୟାମରେ ଯୋଗ ଦେଇ ଇ-ରିକ୍ସା ବାଣ୍ଟିବେ ।
ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଭିନ୍ନକ୍ଷମ ମାନେ ଯୋଗ ଦେଉଥିବା ବେଳେ ୫ ଶହ ଇ-ରିସ୍କା ବଣ୍ଟନର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । କ୍ଷେତରାଜପୁର ଦୁର୍ଗା ମଙ୍ଗଳମ୍ ରେ ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିରରେ ସାମିଲ ହେବେ । ସିନ୍ଦୁରପଙ୍କ ଜର୍ନାଦ୍ଧନ ପୂଜାରୀ ସରକାର ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବେ ।