Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ୨୪ଘଣ୍ଟା ମଧ୍ୟରେ ବଢ଼ିବ ଶୀତ ପ୍ରକୋପ

Ritu Das
Browse all articles by Ritu Das
·1 year ago
ଆସନ୍ତା ୨୪ଘଣ୍ଟା ମଧ୍ୟରେ ବଢ଼ିବ ଶୀତ ପ୍ରକୋପ

ରାତି ତାପମାତ୍ରା ଆହୁରି କମିବ । ଆସନ୍ତା ୨୪ ଘଣ୍ଟା ଭିତରେ ବଢ଼ିବ ଶୀତ ପ୍ରକୋପ । କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ କମିପାରେ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ରାଜ୍ୟରେ 10 ଡିଗ୍ରୀ ତଳେ ରହିଛି ୭ ଜିଲ୍ଲା। ରାଉରକେଲା ତାପମାତ୍ରା ସର୍ବନିମ୍ନ 7 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


ଝାରସୁଗୁଡା 8 ଡିଗ୍ରୀ, କେନ୍ଦୁଝର 9.5 ଡିଗ୍ରୀ, ଫୁଲବାଣୀ 9.5 ଡିଗ୍ରୀ, ଦାରିଙ୍ଗବାଡି 9.5ଡିଗ୍ରୀ, ସୁନ୍ଦରଗଡ 9.7 ଡିଗ୍ରୀ, ସୋନପୁର 10 ଡିଗ୍ରୀ, ଦାରିଙ୍ଗବାଡି 9.5 ଡିଗ୍ରୀ, ସୁନ୍ଦରଗଡ 9.7 ଡିଗ୍ରୀ,ସୋନପୁର 10ଡିଗ୍ରୀ ରେକର୍ଡ ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-cold-weather-will-increase-in-the-next-24-hours | Argus News